Latest Odisha News

BREAKING NEWS

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ…

ହାପି ବାର୍ଥ ଡେ କିଙ୍ଗ କୋହଲି…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ଫିଟ ମ୍ୟାନ । କୋଟି କୋଟି ଯୁବ କ୍ରିକେଟରଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ଷ୍ଟାର କ୍ରିକେଟର ପ୍ରତିବର୍ଷ ଭିନ୍ନ ଭିନ୍ନ ଅନ୍ଦାଜରେ ତାଙ୍କ…

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ, କିଛି ଅଜଣା କଥା

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ। ଅନେକ ରସହ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୫-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୫ ରିଖ ଗୁରୁବାର ତୁଳା ୨୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର    ଘାତ ଚନ୍ଦ୍ର:- କନ୍ୟା ରାଶି ପୁରୁଷ ଓ…

ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ଗତକାଲି ସେ ଘରକୁ ଫେରିଥିଲେ । ଆଜି ହଠାତ୍ ସେ…

ଉଜାଗର ହେଲା ପଞ୍ଜାବ ଗୁରୁଦ୍ୱାର କୂଅରୁ ମିଳିଥିବା ୨୮୨ ସୈନିକଙ୍କ କଙ୍କାଳର ରହସ୍ୟ

ମୋହାଲୀ: ପଞ୍ଜାବର ଅଜନାଲା ଗୁରୁଦ୍ୱାର ସ୍ଥିତ ଏକ କୂଅରୁ ୨୮୨ ସୈନିକଙ୍କ କଙ୍କାଳ ମିଳିଥିଲା । ପ୍ରାରମ୍ଭିକ ଯାଂଚରେ ଏହି କଙ୍କାଳ ୧୯୪୭ ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୋଲି ଦର୍ଶାଯାଇଥିଲା । ମାତ୍ର ଦୀର୍ଘ ଦିନ ପରୀକ୍ଷଣ ପରେ ଏବେ ଏହାର ରହସ୍ୟ ଉଜାଗର ହୋଇଛି । ଏହି ସବୁ…

ବ୍ୟକ୍ତି ଏକ, ବ୍ୟକ୍ତିତ୍ୱ ଅନେକ; ରାଜଗୋପାଳ ମିଶ୍ର !

ଭୁବନେଶ୍ୱର: ଆଉ ନାହାନ୍ତି ରାଜଗୋପାଳ ମିଶ୍ର । ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ସେ ହାସଲ କରିଥିଲେ ଏକ ଅବର୍ଣ୍ଣନୀୟ ଉପାଧି । ଏହି ମହାନ ବ୍ୟକ୍ତିତ୍ୱ ୧୯୪୯ ମସିହା ଅକ୍ଟୋବର ୨୬, ବୁଧବାର ଦିନ ଜନ୍ମ ଗ୍ରହଣ କରିଥିଲେ । ବାପା…

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା; ସତର୍କତା ଜାରି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ…

ପଠାନ ଫିଲ୍ମ ପାଇଁ ଜନ ଆବ୍ରାହମ ନେବେ ୨୦ କୋଟି!

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇବା ପାଇଁ ଜନ ଆବ୍ରାହମ ୨୦ କୋଟି ଟଙ୍କା ଦାବୀ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ହି ଫିଲ୍ମ ୟଶରାଶ ବ୍ୟାନରରେ ନିର୍ମିତ ହେଉଛି । ଜିରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି…

ପୁରୀରେ କୈବଲ୍ୟ ରଥର ଶୁଭାରମ୍ଭ

ପୁରୀ: ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟବହୃତ ଅବଡା କୁଡୁଆ, ବଳିଯାଇଥିବା ପ୍ରସାଦ ଓ ଫୁଲ, ଫଳ ଚୋପା, ଦ୍ବିପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ସ୍ବତନ୍ତ୍ର ଗାଡି କୈବଲ୍ୟ ରଥର ଶୁଭାରମ୍ଭ…