Latest Odisha News

BREAKING NEWS

ଏଣିକି ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବି ଦେଖିପାରିବେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ରାମ ନଗରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ସୂଚନା ମଧ୍ୟ ଭକ୍ତମାନଙ୍କୁ ଦିଆଯିବ। ଏଥିସହ ରାମ ମନ୍ଦିରରେ ପହଞ୍ଚୁଥିବା ଭକ୍ତମାନେ ନିଜ ଆଖିରେ ରାମଲାଲାଙ୍କ ମନ୍ଦିର ନିର୍ମାଣକୁ…

ବଗଲା ଧର୍ମଶାଳା ମାମଲା: ସରକାରଙ୍କ ପକ୍ଷରୁ ଜବାବ ଦାଖଲ

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ଅଭିଯୋଗରେ ସରକାରଙ୍କ ପକ୍ଷରୁ ଜବବା ଦାଖଲ ହୋଇଛି । ଏହି ମାମଲାରେ ହାଇକୋର୍ଟଙ୍କ ନିକଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ବଗଲା ଜମି…

ଟିକା ପାଇଁ ନାଁ ଦେଲେଣି ୯୮% ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: କରୋନା ଟିକା ପାଇଁ ଏଯାଏଁ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ତଥ୍ୟ ଦେଲେଣି । ଟିକା ପାଇଁ ସ୍ୱାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ୱାନ ପ୍ରସଙ୍ଗରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ…

ମା’ ହେଲେ ଅମୃତା

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ନାୟିକା ଅମୃତା ରାଓ । ରବିବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ଅମୃତା ଓ ନବଜାତ ସୁସ୍ଥ ଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅମୃତାଙ୍କ ମା’ ହେବା ଖବର ଏବେ ଟ୍ୱିଟର୍‌ରେ ଟ୍ରେଣ୍ଡିଂ ପାଲଟିଛି ।  ଶୁଭେଚ୍ଛା ଓ ଆଶୀର୍ବାଦ…

ବିଜ୍ଞାନ ଖେଳ : ପେନ୍ ବାଲାନ୍ସ ମ୍ୟାଜିକ୍‌

ଗୋଟିଏ ପେନସିଲ୍ କି ପେନ୍‌କୁ ଯଦି ଆମେ ଆଙ୍ଗୁଠି ଅଗରେ ରଖିବାକୁ ବା ବାଲାନସ୍ କରିବାକୁ ଚେଷ୍ଟା କରିବା ତେବେ ଏହାର ମଝାମଝି ଆଙ୍ଗୁଠି ରଖିବାକୁ ପଡିବ । କାରଣ ଏହାଦ୍ୱାରା ଆଙ୍ଗୁଠି ରଖିବା ଜାଗାର ଦୁଇ ପଟେ ସମାନ ଓଜନ ରହିବ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଆଙ୍ଗୁଠି ରଖିବା ଜାଗାଟି ହେଉଛି…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୈତୃକ ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍ କାସକରଙ୍କ ପୈତୃକ ସମ୍ପତ୍ତି ବର୍ତ୍ତମାନ ନିଲାମ ହେବ। ଯେଉଁମାନେ ନିଲାମୀ କରିବାକୁ ଚାହୁଁଛନ୍ତି ସେମାନେ ଆଜିଠାରୁ ସମ୍ପତ୍ତି ଯାଞ୍ଚ କରିବେ। (SAFEMA) ଏଜେନ୍ସି ଡନ୍ ଦାଉଦ୍‌ଙ୍କ ସମ୍ପତ୍ତି ନିଲାମ କରିବାକୁ ଯାଉଛନ୍ତି। ନଭେମ୍ବର…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…

ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲେ ସ୍ବାମୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି। ଏହି ଘଟଣାରେ ପତ୍ନିଙ୍କ ଦେହାନ୍ତ ହୋଇଥିଲା ବେଳେ ସ୍ୱାମୀ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗାଁର ଶ୍ରୀକାନ୍ତ ମିଶ୍ର…

NCBର ସମନ୍ ପରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଗାଏବ୍‌

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଲତାଡ କରୁଛି ଏନ୍‌ସିବି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ ମଧ୍ୟ ଏନ୍‌ସିବି ପଚରାଉଚରା କରିଛି । ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ…

ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବେ CRPF‌ ଯବାନ

ୟୁପି: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରକୁ ମିଳିଲା କଡା ସୁରକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକକ୍ରମେ ଏହି ସୁରକ୍ଷାକୁ ଆହୁରି କଡା କଡି କରାଯାଇଛି । ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆର୍‌ପିଏଫ୍ ଯବାନ ମୁତୟନ କରାଯାଇଛି । …