ରାଜ୍ୟରେ ୧୫ ହଜାର ତଳକୁ ଖସିଲା ଆକ୍ଟିଭ୍ କେସ, ୨୪ ଘଣ୍ଟାରେ ୧୭୦୯ କରୋନା ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ସାମାନ୍ୟ ବଢିଛି କରୋନା ଆକ୍ରାଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୭ ଶହ ୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୮୫ ଜଣ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୨୪ ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧…