Latest Odisha News

BREAKING NEWS

କୁମାର ପୂର୍ଣ୍ଣିମା ଅବସରରେ ନିଆରା କଇଁଫୁଲ କୋଠି

ଯାଜପୁର: କୁମାର ପୂର୍ଣ୍ଣିମା ଆସିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସଦାନନ୍ଦପୁର ଗାଁ ହୋଇ ଉଠେ ଚଳଚଂଚଳ । କୁମାର ପୁର୍ଣ୍ଣିମାର ସାତ ଦିନ ପୂର୍ବରୁ ନିଜ ନିଜ ଚଉଁରା ମୁଳେ କୁମାରୀ ମାନେ ତିଆରି କରିଥାନ୍ତି କଇଁ ଫୁଲର କୋଠି । ଆଉ କୁମାର ପୂର୍ଣ୍ଣିମା ଦିନ ଗାଁ ଅଗଣାରେ ତିଆରି…

କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ଅମୀର୍‌ଙ୍କ ନାଁ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ତାଙ୍କ ଆଗାମୀ ଫିଲ୍ମ 'ଲାଲ୍‌‌ ସିଂ ଚଢା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ଆମୀର ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ସୁଟିଂ କରୁଥିଲେ। କିନ୍ତୁ ଗାଜିଆବାଦରେ ତାଙ୍କ ସୁଟିଂକୁ ନେଇ ଏକ ହଙ୍ଗମା ସୃଷ୍ଟି ହୋଇଛି।…

ବୁଲି ଯାଆନ୍ତୁ ପ୍ରାକୃତିକ ଶୋଭରାଜିରେ ପରିପୂର୍ଣ୍ଣ କୋରଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ଦେଇଛନ୍ତି ସରକାର। ତେବେ ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ ଦେବଗଡ଼ ଜିଲ୍ଲାର କୋରଡକୋଟ ଜଳ ପ୍ରପାତ। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର…

ଦେଶରେ ୮୧ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାରେ ସଂକ୍ରମିତ ହେଲେଣି ପାଖାପାଖି ୮୨ ଲକ୍ଷ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୧ ଲକ୍ଷ ୮୪ ହଜାର ୮୩କୁ ବୃଦ୍ଧି ପାଇଛି ।…

ଲକଡାଉନ୍ ରିଟର୍ଣ୍ଣସ୍: ଇଂଲଣ୍ଡରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ: କରୋନା ମହାମାରୀ ବିରୋଧରେ ଲଢ଼େଇ ଭିତରେ ପୁଣି ଫେରିଲା ଲକଡାଉନ୍ । ବ୍ରିଟେନରେ କରୋନାର ଥାର୍ଡ ଓ୍ୱେଭ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡକୁ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆସନ୍ତା ଗୁରୁବାରଠାରୁ (ନଭେମ୍ୱର ୫ତାରିଖ)…

ଶ୍ରୀମନ୍ଦିରରେ ଦ୍ୟୂତ କ୍ରୀଡା ଉତ୍ସବ..

ପୁରୀ: ଶ୍ରୀମନ୍ଦିର ରେ କୁମାରପୂର୍ଣ୍ଣିମା ଅବସରରେ ଅନନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଭିତର ଚନ୍ଦନ ଲାଗି ଓ ବଡ଼ସିଂହାର ବେଶ ପରେ ସିଂହାସନ ତଳେ ଶକଟା, ପଶା ଓ କଉଡି ଖେଳ ହୋଇଥିଲା । ସିଂହାସନ ତଳେ ଏହା ସରିବା ପରେ ସିଂହାସନ ଉପରେ ମଧ୍ୟ ଏହି କଉଡି ଖେଳ ଅନୁଷ୍ଠିତ ହୋଇଥିଲା।…

ସାରି ଦିଅନ୍ତୁ ଜରୁରୀକାମ; ନଭେମ୍ବରରେ ୧୦ ରୁ ଅଧିକ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାର୍ଯ୍ୟ ରହିଯାଇଥାଏ ତେବେ ଯଥା ଶୀଘ୍ର ଏହାକୁ ସାରି ଦିଅନ୍ତୁ। ନଭେମ୍ବର ମାସରେ ଅନେକ ପର୍ବପର୍ବାଣି ପଡ଼ୁଥିବାରୁ କିିଛି ଦିନ ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦୀପାବଳି, କାଳୀପୂଜା, ଛଟ୍‌ ପୂଜା ସମେତ ଅନ୍ୟାନ୍ୟ…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

ଆଜିଠୁ ଆରମ୍ଭ ଧର୍ମମାସ କାର୍ତ୍ତିକ; ପୁରୀରେ ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ ତା ସହ କାର୍ତ୍ତିକ ବ୍ରତ ମଧ୍ୟ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଦକ୍ଷଣ…

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…