Latest Odisha News

BREAKING NEWS

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…

ଆଜି ସରୁଛି ପ୍ରଚାର: ଦୁଲୁକୁଛି ବାଲେଶ୍ୱର ଓ ତିର୍ତ୍ତୋଲ ବ୍ୟାଟଲ୍ ଗ୍ରାଉଣ୍ଡ

ଭୁବନେଶ୍ୱର: ହାତରେ ରହିଲା ଆଉ ମାତ୍ର କେଇ ଘଣ୍ଟାର ସମୟ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ ବିଜେଡି,…

ଯାଜପୁରରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ନେଳିବାରୀ ନିକଟରେ ଦୁର୍ଘଟଣା। ଭାରସାମ୍ଯ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ସ୍ଥାନୀୟ ମୁଣ୍ଡମାଳ ଅଞ୍ଚଳର ଗଣେଷ ବେହେରା ବୋଲି ଜଣାପଡିଛି। ସେ ଆଜି ସକାଳୁ…

ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମ ବାର୍ଷିକି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନଏସଏସ ଶାଖା ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଛି। ସୋଆ କୁଳପତି…

ବିରଜା ମହାପାତ୍ରଙ୍କ ଉପନ୍ୟାସ ‘ସାରିଆ ନାନୀ’ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ସାରିଆ ନାନୀ' ଉନ୍ମୋଚିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମହାନିର୍ଦ୍ଦେଶକ ଡ. ଉମାକାନ୍ତ ମିଶ୍ର ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୧- ୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧ ରିଖ ରବିବାର ତୁଳା ୧୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର   ଘାତ ବାର-: ମେଷ ରାଶିର     ଘାତ ଚନ୍ଦ୍ର-:ମେଷ ରାଶିର     ଆଜି: ପାଣି…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି । ଉତ୍ତର ତ୍ରିପୁରାର ବାରହାଲ୍ଡି…

ବିଶ୍ୱର ୨ ନମ୍ବର ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ

ବୁଚାରେଷ୍ଟ: ବିଶ୍ୱର ୨ ନମ୍ବର ମହିଳା ଟେନିସ ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ରୋମାନିଆର ହାଲେପ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରାଇ ନେବା ପାଇଁ ସେ…

ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: ନଭେମ୍ବର ୨ରୁ ଭୁବନେଶ୍ୱରର ୧୭ଟି ରୁଟରେ ଗଡିବ ‘ମୋ ବସ୍‌’ । ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ତଥା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରୁଟ୍‌ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ…