Latest Odisha News

BREAKING NEWS

ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର; ୯୦.୧୬ ପ୍ରତିଶତ ନମ୍ବର ରଖି ହେଲେ ବେଷ୍ଟ ଗ୍ରାଜୁଏଟ୍   

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ( +୩) ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ଝିଅ ଦୀପ୍ତିପଦ୍ମା ମଲ୍ଲିକ ୯୦.୧୬ ପ୍ରତିଶତ ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍ (ଶ୍ରେଷ୍ଠ ସ୍ନାତକ)…

ଶ୍ରମିକଙ୍କ ପେଟରେ ଖଣି କମ୍ପାନୀର ଲାତ; ୭ ମାସ ହେଲା ମିଳିନାହିଁ ଦରମା, ଆନ୍ଦୋଳନରେ କର୍ମଚାରୀ

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ କ୍ରୋମାଇଟ୍ ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଆଜି ୩ୟ ଦିନରେ ପହଞ୍ଚିଛି । ୭ ମାସର ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶ୍ରମିକ ଓ କର୍ମଚାରୀ ଧାରଣାରେ ବସିଛନ୍ତି। ସୁକିନ୍ଦା…

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ଆଶା ବଢ଼ିଲା, ଆଇସିସିର ଉଦ୍ୟମ ଆରମ୍ଭ

ଦୁବାଇ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ଆଶା ଉଜ୍ଜୀବିତ ହୋଇଛି । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆବଶ୍ୟକୀୟ ଉଦ୍ୟମ ଆରମ୍ଭ କରିଛି । କ୍ରିକେଟ୍ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ଆଇସିସି ସଦସ୍ୟ ବୋର୍ଡଗୁଡ଼ିକୁ ଆହ୍ବାନ କରିଛି ।…

ଭୁବନେଶ୍ୱରରେ ୨୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୮୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ସଂଖ୍ୟା ୨୯ ହଜାର ଟପିଛି । ଏନେଇ ଟ୍ୱିଟ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଗ୍ରାହକଙ୍କୁ କନ୍ଦାଉଛି ବର୍ଦ୍ଧିତ ପିଆଜ ଦର…

ଭୁବନେଶ୍ୱର: ଖାଉଟିଙ୍କୁ ମହଙ୍ଗା ମାଡ଼। ବର୍ଦ୍ଧିତ ପିଆଜ ଦର ପାଇଁ ଏବେ ଚିନ୍ତାରେ ଖାଉଟି। ପ୍ରଥମେ ପନିପରିବା ଆଉ ଏବେ ପିଆଜ ବଜାରରେ ନିଆଁ। ଧୀରେଧିରେ ହାଣ୍ଡିଶାଳରୁ ଉଭାନ ହୋଇ ଗଲାଣି ପିଆଜ । ଅର୍ଦ୍ଧଶତକ ପରେ ଏବେ ଶତକ ଆଡକୁ ମୁହାଁଉଛି ପିଆଜ ଦର। ବଜାରରେ ପିଆଜ ଦର ଆଜି ୯୦ ଟଙ୍କାରେ…

ଜୀବନ ଯୁଦ୍ଧରେ ପରାଜୟ ହେବେନି ତ ଅଜୟ ?

ଗଂଜାମ: ଜୀବନ କ'ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର…

ଭିନ୍ନକ୍ଷମମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ କୃତ୍ରିମ ଅଂଗରୋପଣ ସେବା ଯୋଗାଇ ଦେବ ସୁଦରଗଡ଼ ପ୍ରଶାସନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’ (ଏଆରସି) ଭିନ୍ନକ୍ଷମଙ୍କ ଚିକିତ୍ସା ଓ ପୁନର୍ବାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କେନ୍ଦ୍ରରୁ ଜିଲ୍ଲାରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନେ କିପରି ଉପଯୁକ୍ତ ସେବା…

ବାବା କା ଢ଼ାବା ନାମରେ ଆସିଲା ବଡ଼ ଠକେଇ ଅଭିଯୋଗ !

ନୂଆଦିଲ୍ଲୀ: ଇଣ୍ଟରନେଟରେ ସେନସେସନ ପାଲଟିଥିବା 'ବାବା କା ଢ଼ାବା' ନାମରେ ସାମ୍ନାକୁ ଆସୁଛି ଟଙ୍କା ହେରଫେର କଥା । ଏହି ହେର ଫେର ଡୋନେସନ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି। ୟୁଟ୍ୟୁବର୍ ଲକ୍ଷ୍ମୀ ଚୌଧୁରୀ ଅଭିଯୋଗ ଆଣିଛନ୍ତି ଯେ, ବାବା କା ଢ଼ାବା ନାଁ ରେ ଆସୁଥିବା ଟଙ୍କା ଏହାର ମାଲିକ…

କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସୂଚନା ଅନୁଯାୟୀ, ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନ…

ଚୋରି ଗହଣା ପିନ୍ଧାଇ ଧରାପଡିଲା ଚୋର !

ତେଲେଙ୍ଗାନା: ସଫଳ ହୋଇଥିଲା ଚୋରି ଉଦ୍ୟମ । ଚୋର ହାତରେ ପଡିଥିଲା ମୂଲ୍ୟବାନ ଗହଣା । କିଏ ଓ କେମିତି ଚୋରି କରିଥିଲା ପୋଲିସ ଟେର୍ ବି ପାଇନଥିଲା । ହେଲେ ଶେଷରେ ଚୋରି ଗହଣାକୁ ପିନ୍ଧିବା ପରେ ଧରାପଡିଥିଲା ଚୋର । ହାଇଦ୍ରାବାଦରେ ଏକ ହ୍ୱାଟ୍ସଆପ୍ ଷ୍ଟାଟସ୍ ଫଟୋକୁ ଦେଖି ଜଣେ ମହିଳା ନିଜ…