Latest Odisha News

BREAKING NEWS

ବିଶ୍ୱ କରୋନା ମିଟର; ୨୪ ଘଣ୍ଟାରେ ୨ଲକ୍ଷ ୮୮ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪.୫୩ କୋଟିରୁ ଅଧିକ ହୋଇଥିବାବେଳେ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୧ ଲକ୍ଷ ୮୫ ହଜାର ଅତିକ୍ରମ କରିଛି। ଆମେରିକାରେ ସଂକ୍ରମଣ ମାମଲା ସର୍ବାଧିକ ୯୨ ଲକ୍ଷ ୧୨ ହଜାର ୭୬୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର…

IPL ପ୍ଲେ ଅଫରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ପ୍ରଥମ ଟିମ୍ ଭାବରେ ଚଳିତ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପରକିଙ୍ଗସ ୬ ଓ୍ୱିକେଟରେ ପରାସ୍ତ କରିବା ପରେ ମୁମ୍ୱାଇ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ଚଳିତବର୍ଷ ଆଇପିଏଲର ୪୯ତମ ମ୍ୟାଚ ଖେଳିବା ପରେ ପ୍ରଥମ ପ୍ଲେ ଅଫ୍…

ଲଗାତାର୍‌ ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି ବାଂଲାଦେଶୀ ଡାକ୍ତର; ଏଭଳି ମାମଲା ବିଶ୍ୱରେ ପ୍ରଥମ ବୋଲି…

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ବିଚ୍ଛିନ୍ନ ସ୍ଥାନରୁ ପୁନଃ ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଛି। ତେବେ ବାଂଲାଦେଶୀ ଡାକ୍ତର ତୃତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ତୃତୀୟ ଥର ପାଇଁ ସଂକ୍ରମଣ ମାମଲା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି। ପ୍ରକାଶ ଥାଉ…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ, ୬ ଜଣଙ୍କର ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ । ବାଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା । ଭାରସାମ୍ୟ ହରାଇ ଭ୍ୟାନ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କିଛି ଲୋକ ଆହତ ହୋଇଛନ୍ତି…

ମାତ୍ର ୮୬ ଟଙ୍କା ମୂଲ୍ୟରେ ମିଳୁଥିବା ଘର

ନୂଆଦିଲ୍ଲୀ: ଲୋକମାନେ ଘର କିଣିବା ପାଇଁ ନିଜ ଜୀବନରେ ଉପାର୍ଜିତ କରିଥିବା ଟଙ୍କାକୁ ଖର୍ଚ୍ଚ କରନ୍ତି। କିନ୍ତୁ ଇଟାଲୀରେ ଏମିତି ଏକ ସହର ଅଛି ଯେଉଁଠାରେ ମାତ୍ର ୮୬ ଟଙ୍କା ମୂଲ୍ୟରେ ଘର ମିଳିପାରୁଥିବା ଜାଣିବାକୁ ମିଳିଛି। ଇଟାଲୀର ସିସ୍‌ଲୀ ସ୍ଥିତ ଏକ ଛୋଟ ସହରରେ ଘରଗୁଡିକୁ ଏତେ କମ୍ ମୂଲ୍ୟରେ…

ଘନଉଛି ଆଉ ଏକ ଲଘୁଚାପ; ଆସନ୍ତା ୧ ରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ନଭେମ୍ବର ୧ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି। ଏହାସହ ଉପକୂଳ ଓଡ଼ିଶାରେ ୩ ତାରିଖ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଓଡ଼ିଶାର ପାରମ୍ପରିକ ଚଢ଼େଇଆ ନାଚ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ ପ୍ରଚଳିତ ନୃତ୍ୟମାନଙ୍କ ମଧ୍ୟରୁ ଚଢ଼େଇଆ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା…

ପ୍ରାକୃତିକ ଉପାୟରେ ନିଜ ଓଠକୁ କିପରି କରିବେ ଲାଲ୍, ଜାଣନ୍ତୁ

ଭୁବନେଶ୍ୱର: ଶରୀର ସୂକ୍ଷ୍ମ ତ୍ୱଚା ମଧ୍ୟରୁ ଓଠ ଅନ୍ୟତମ। ତେବେ ଓଠରେ ଚମଡାର ପରସ୍ତ ବହୁତ ପତଳା ହୋଇଥାଏ। ତେଣୁ ରକ୍ତର ଗୋଲାପୀ ରଙ୍ଗ ଓଠରେ ଅତି ସହଜରେ ବାରି ହୋଇ ପଡେ। ତେବେ ଆମେ ଅପ୍ରାକୃତିକ କେମିକାଲ ଯୁକ୍ତ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ଏହାର ପ୍ରାକୃତିକ ରଙ୍ଗକୁ ନଷ୍ଟ କରି ଦେଇଥାଉ।…

ଏହିପରି କରନ୍ତୁ ମାଆ ଗଜଲକ୍ଷ୍ମୀଙ୍କ ଆବାହନ, ଧନଧାନ୍ୟରେ ଭରି ଯିବ ଘର !

ଭୁବନେଶ୍ୱର: ଧନ, ଶାନ୍ତି ଓ ପ୍ରେମର ପ୍ରତୀକ ହେଉଛନ୍ତି ମାଆ ଲକ୍ଷ୍ମୀ। ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’…

ଆଜିଠୁ ଆରମ୍ଭ ମାଆ ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ମାଆ ଗଜଲକ୍ଷ୍ମୀ ପୂଜା। ମାଆ ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଶ୍ରୀ ଭାବେ ମଧ୍ୟ ପରିଚିତ । ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା । ରାମାୟଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ…