Latest Odisha News

BREAKING NEWS

କରୋନାରୁ ମୁକ୍ତି ଦେଇପାରିବ ବିସିଜି ଟିକା: ଆଇସିଏମଆର୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବା ବେଳେ ଆଇସିଏମଆର୍ ପକ୍ଷରୁ ଏକ ଆଶ୍ୱସ୍ଥୀକର ଖବର ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଟିବି ତଥା ଯକ୍ଷ୍ମା ରୋଗରୁ ଉପଶମ ପାଇଁ ବ୍ୟବହୃତ ହେଉଥିବା ବିସିଜି ଟିକା ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ କରିବା ଲାଗି ସହାୟକ ହେବ । ଏହାଛଡା ବୟସ୍କ…

ରଖିଲେ ହରି ମାରିବ କିଏ : ମାଟିରେ ପୋତି ଦେଉଥିଲେ ନିଷ୍ପାପ ଶିଶୁକୁ…

ପୁଣେ: ରଖିଲେ ହରି ମାରିବ କିଏ ।  ପୁଣେର ପୁରନ୍ଦର ଅଂଚଳରେ ଚାଷ କରୁଥିବା କିଛି କୃଷକଙ୍କ ଯୋଗୁ ଜଣେ ନିଷ୍ପାପ ଶିଶୁର ଜୀବନ ରକ୍ଷା ହୋଇପାରିଛି । ୨ ଜଣ ବ୍ୟକ୍ତି ଛୋଟ ପିଲାଟିକୁ ଆଣି ମାଟିରେ ପୋତି ଦେଉଥିଲେ । ପିଲାଟି କାନ୍ଦିବାରୁ ପାଖରେ ଥିବା କୃଷକମାନେ ଦୌଡି ଆସିଥିଲେ । ଶିଶୁକୁ ବଂଚାଇବା…

କ୍ରାଇମ୍ ପେଟ୍ରୋଲ୍ ଦେଖି ପ୍ରମାଣ ଲୁଚାଇଥିଲା ୧୭ବର୍ଷୀୟ ହତ୍ୟାକାରୀ !

ଉତ୍ତରପ୍ରଦେଶ: ମଥୁରାରେ ସାମ୍ନାକୁ ଆସିଛି ଏକ ଛାତି ଥରାଇଦେଲାଭଳି ଘଟଣା । ଜଣେ ୧୭ ବର୍ଷୀୟ ନାବାଳକ ପ୍ରଥମେ ନିଜ ବାପାକୁ ହତ୍ୟା କରିଥିଲା । ପରେ କ୍ରାଇମ୍ ପେଟ୍ରୋଲ୍ ଭଳି ପପୁଲାର ଟିଭି ସିରିଜ ଦେଖି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ ବି କରିଥିଲା । ଯୁକ୍ତ୨ରେ ପାଠ ପଢୁଥିବା ନାବାଳକକୁ…

‘କାର୍ତ୍ତିକ ବ୍ରତ’ରେ ହବିଷ୍ୟାଳୀଙ୍କୁ ପୁରୀ ଯିବା ମନା

ଭୁବନେଶ୍ୱର: ଚଳିତ ଥର କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି କାର୍ତ୍ତିକ ବ୍ରତ ସମୟରେ ମହିଳା ଭକ୍ତ ତଥା ହବିଷ୍ୟାଳୀଙ୍କୁ ପୁରୀ ଯିବାକୁ ମନା କରିଛି ଜିଲ୍ଲା ପ୍ରଶାସନ। ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ବହୁ ସଂଖ୍ୟାରେ ମହିଳା ଓ ଖାସ୍ କରି ବିଧବା ମହିଳା ମାନେ କାର୍ତ୍ତିକ ବ୍ରତ ପାଳନ…

ବାଲେଶ୍ୱରରେ ବିଜେପୁର ଫଣ୍ଡା: ନବୀନ କହିଲେ, ମୁଁ ନେବି ବାଲେଶ୍ୱରର ଦାୟିତ୍ୱ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ପଡିବ ଉପନିର୍ବାଚନ ଭୋଟ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ବାଲେଶ୍ୱରର ସଦର ପାଇଁ କରିଛନ୍ତି ଡିଜିଟାଲ ପ୍ରଚାର । ୨୩ ବର୍ଷରେ ପ୍ରଥମଥର ପାଇଁ ନବୀନ ଏଭଳି ଭର୍ଚୁଆଲ ରାଲି କରିଛନ୍ତି । ନବନୀ ବାଲେଶ୍ୱର ବାସୀଙ୍କୁ…

ଜନ୍ମଦିନ ଅବସରରେ ଜାଣନ୍ତୁ ଜୟୀ ରାଜଗୁରୁଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଜୟକୃଷ୍ଣ ରାଜଗୁରୁ ମହାପାତ୍ର ୧୭୩୯ ମସିହା ଅକ୍ଟୋବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯିଏକି ଜୟୀ ରାଜଗୁରୁ ଭାବେ ପରିଚିତ ଥିଲେ । ପୁରୀ ଜିଲ୍ଲାର ହରେକୃଷ୍ଣପୁର ଗ୍ରାମର ଚାନ୍ଦରାଜଗୁରୁ ଓ ହୀରାମଣି ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମରେ…

[ଭିଡିଓ] ବିଜେପି ନେତାଙ୍କ ଉତ୍ସବରେ ଗୁଳିମାଡ !

ଉତ୍ତରପ୍ରଦେଶ: ଚାଲିଥିଲା ଜନ୍ମଦିନ ଉତ୍ସବ ପାଳନ । ଗୀତ ଗାଉଥିଲେ ଜଣେ ନାମୀ ଗାୟକ । ହେଲେ ହଠାତ୍ ଛାତିରେ ବାଜିଥିଲା ଗୁଳି । ଲାଇଭ୍ ସୋ'ରେ ଟଳିପଡିଥିଲେ ଗାୟକ । ଗୁଳିମାଡ କେମିତି ଓ କାହିଁକି ହୋଇଥିଲା ସେ ନେଇ ଚାଲିଛି ପୋଲିସର ତଦନ୍ତ । ହେଲେ ଏଭଳି ଏକ ଘଟଣାକୁ ନେଇ ବଲିଆ ଜିଲ୍ଲାରେ ପୋଲିସ…

ବାୟୁ ପ୍ରଦୂଷଣ କଲେ କୋଟିଏ ଟଙ୍କା ଫାଇନ୍‌, ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ବାୟୁ ପ୍ରଦୂଷଣ କଲେ ପ୍ରଦୂଷଣକାରୀଙ୍କୁ ଆଉ ମାଫ ନାହିଁ । ଗଣିବେ ମୋଟା ଅଙ୍କର ତଣ୍ଡ । ପ୍ରଦୂଷଣକାରୀଙ୍କୁ ଦେବାକୁ ପଡିବ କୋଟିଏ ଟଙ୍କା ଫାଇନ୍ । କେବଳ ସେତିକି ନୁହେଁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ଭୋଗିବାକୁ ପଡିବ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ଥିତିରେ…

ଏଥର ଲକ୍ଷ୍ମୀ ବମ୍ ନୁହେଁ, କେବଳ ଲକ୍ଷ୍ମୀ !

ମୁମ୍ବାଇ: ଫିଲ୍ମ ଲକ୍ଷ୍ମୀ ବମ୍‌ର ଟ୍ରେଲର ରିଲିଜ ହେବାଠୁ ଟାଇଟଲକୁ ନେଇ ବିରୋଧ ଜାରି ରହିଥିଲା । ଅନେକ ଅନୁଷ୍ଠାନ ଓ ବ୍ୟକ୍ତିଗତ ସ୍ତରରେ ଫିଲ୍ମର ଟାଇଟଲ୍‌କୁ ବଦଳାଇବାକୁ ଦାବି ଜୋର ଧରିଥିଲା । ହିନ୍ଦୁ ସେନାଠୁ ଆରମ୍ଭ କରି କରଣୀ ସେନା ଫିଲ୍ମର ଟାଇଟଲକୁ ବିରୋଧ କରି ସୂଚନା ଓ ପ୍ରସାରଣ…

କେନ୍ଦ୍ରର କଡା ନିର୍ଦ୍ଦେଶ: ଝୋଟ ବ୍ୟାଗରେ ଖାଦ୍ୟଶସ୍ୟ ପ୍ୟାକିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି କେବଳ ଝୋଟରେ ତିଆରି ବ୍ୟାଗରେ ହିଁ ପ୍ୟାକିଂ ହେବ ଖାଦ୍ୟଶସ୍ୟ । ଏନେଇ କଡା ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ଆଜି ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ଝୋଟ ତିଆରି ବ୍ୟାଗ ବ୍ୟବହାର କରିବା ବାଧ୍ୟତାମୁଳକ କରାଯାଇଛି ।…