କୂଅ ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତ ଦେହ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ସୀମା ଅନ୍ତର୍ଗତ ଗୋଡିପଡା ଗ୍ରାମରେ ଥିବା ଏକ କୂଅ ଭିତରୁ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ଭର୍ସା ଶ୍ରୀଚନ୍ଦନ ଏବଂ ତାଙ୍କର ୭ ବର୍ଷର ପୁଅ ଲକି ବୋଲି ଜଣାପଡିଛି।
ସୂଚନାନୁସାରେ, ମାଆ ପୁଅଙ୍କ ମୃତଦେହ…