‘ସେଲ୍ଫ ହେଲ୍ପ ଗୁରୁ’ କିଥ୍ ରେନିୟର୍ଙ୍କୁ ୧୨୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ଆମେରିକାରେ ନିଜକୁ 'ସେଲ୍ଫ୍ ହେଲପ୍ ଗୁରୁ' ବୋଲି ବର୍ଣ୍ଣନା କରୁଥିବା କିଥ୍ ରେନିୟର୍ ଦଣ୍ଡିତ କରାଯାଇଛି। ନିରୀହ ମହିଳାମାନଙ୍କୁ ଯୌନ ଦାସ କରିବା ଅଭିଯୋଗରେ କିଥ୍ ରେନିୟର୍ଙ୍କୁ ଆମେରିକାର କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ଅପରାଧ ପାଇଁ କୋର୍ଟ ଦୋଷୀ ସାବ୍ୟସ୍ତ…