Latest Odisha News

BREAKING NEWS

ଦଶହରାରେ କୋଟିଏ ଟଙ୍କାର ନୋଟ୍ ହାରରେ ସଜ୍ଜିତ ମା’; ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ଦଶହରା ଅବସରରେ ତେଲେଙ୍ଗାନାର କନୟକା ପରମେଶ୍ୱରୀ ମନ୍ଦିରରେ ଠାକୁରାଣୀ ନୋଟରେ ତିଆରି ଫୁଲ ହାରରେ ସଜ୍ଜିତ ହୋଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି ।…

ମେହବୁବାଙ୍କୁ ବିରୋଧ, ପିଡିପିରୁ ଇସ୍ତଫା ଦେଲେ ୩ ନେତା

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ କାମ ଓ କଥାରେ ରହୁନି ତାଳମେଳ । ଏହାକୁ ବିରୋଧ କରି ଆଜି ଦଳରୁ ଇସ୍ତଫା ଦେଇଛନ୍ତି ୩ ଜଣ ବରିଷ୍ଠ ନେତା । ପିଡିପି ନେତା ଟିଏମ ବାଜୱା, ଭେଦ ମହାଜନ ଓ ହୁସେନ ଏ ୱାଫି ଆଜି ନିଜ ନିଜର ଇସ୍ତଫାପତ୍ର ପିଡିପି ମୁଖ୍ୟ ମେହବୁବାଙ୍କ ପାଖକୁ ପଠାଇ…

ଭୁବନେଶ୍ୱରରୁ ଗତ ୨୪ ଘଣ୍ଟାରେ ୯୧ ଜଣ କୋଭିଡ ପଜିଟିଭ; ୨୨୮ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ମାହୀ ଭାଇ…ସବୁବେଳେ ଠିକ୍ ରାସ୍ତା ଦେଖାଇଛନ୍ତି : ଚହଲ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଓ ଦକ୍ଷତା ଉପରେ ଏବେ ବି ବିଶ୍ୱାସ ବଜାୟ ରଖିଛନ୍ତି ପ୍ରଶଂସକ । ଜୁନିୟର ଖେଳାଳିମାନେ ଧୋନୀଙ୍କୁ ସର୍ବଦା ଆଦର୍ଶ ଭାବେ…

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…

କାଲି କଟକଣା ଭିତରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ କରୋନା କଟକଣା ଭିତରେ ହେବ ଗୋଷାଣୀ ଭୁସାଣ ଉତ୍ସବ । ଏଥିପାଇଁ ଆସନ୍ତାକାଲି ଦିନ ୧୦ରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ କରାଯିବ । ଏଥିସହ ଭସାଣ ସମୟରେ ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ।…

ଦଶହରାରେ ରାବଣ ଜାଗାରେ ଜଳିଲା ମୋଦିଙ୍କ ପୁତ୍ତଳିକା, ରାହୁଲଙ୍କୁ ଟାର୍ଗେଟ କଲେ ନଡ୍ଡା

ନୂଆଦିଲ୍ଲୀ: ରାବଣ ବଦଳରେ ଜଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁତ୍ତଳିକା । ଦଶହରା ଅବସରରେ ପଞ୍ଜାବରେ ରାବଣ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗଇ ରାବଣ ପୋଡି ଉତ୍ସବ ପାଳନ କରାଯାଇଛି । ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହି ଘଟଣା ପଛରେ କଂଗ୍ରେସର ଷଡଯନ୍ତ୍ର ଥିବା ବିଜେପି…

ପବିତ୍ର ବିଜୟାଦଶମୀ: ରାଜାଧିରାଜ ବେଶରେ ଶ୍ରୀ ଅଲାରନାଥ

ବ୍ରହ୍ମଗିରି: ଆଜି ହେଉଛି ଶାରଦୀୟ ଦୁର୍ଗାତ୍ସବର ଶେଷ ପର୍ବ ପବିତ୍ର ବିଜୟାଦଶମୀ। ଏହି ଅବସରରେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଶ୍ରୀ ଅଲାରନାଥଙ୍କର ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି। ନିତିକାନ୍ତି ଅନୁଯାୟୀ, ଭୋର୍ ଚାରିଟାରେ ମନ୍ଦିର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ…

ସବୁ ଭାରତୀୟଙ୍କୁ ମାଗଣାରେ ମିଳିବ କୋଭିଡ-୧୯ ଭ୍ୟାକସିନ୍‌: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ବିହାରରେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଜେପି ପକ୍ଷରୁ ଇସ୍ତାହାରରେ ବିହାର ବାସୀଙ୍କୁ ମାଗଣାରେ କୋଭିଡ ଟିକା ଦିଆଯିବ ବୋଲି ପ୍ରକାଶ କରିଥିଲେ । ଯାହାକୁ ରାଜନୈତିକ ଫାଇଦା ବୋଲି ଆକ୍ଷେପ କରିଥିଲେ ବିରୋଧି ମାନେ । ଯାହା ପରେ ଅନ୍ୟ ୫ଟି ରାଜ୍ୟ ମଧ୍ୟ ମାଗଣାରେ କୋଭିଡ ଟିକା…

ଖିରି ଖାଇ ଜଣେ ମହିଳା ମୃତ, ୧୫ ଅସୁସ୍ଥ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କାନପୁରରେ ଗୃହ ପ୍ରବେଶ ଭୋଜି‌ରେ ଯୋଗଦେବାକୁ ଆସିଥିବା ଲୋକମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡ଼ିଥିବା ଖବର ସାମ୍‌ନାକୁ ଆସିଛି। ସେଥିରୁ ୧୫ ଜଣ ଲୋକ ବିଷାକ୍ତ ଖିରି ଖାଇ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବୃଦ୍ଧ…