Latest Odisha News

BREAKING NEWS

ଦୁଇ ହଜାର ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା କେସ୍

ଭୁବନେଶ୍ୱର: କରୋନା ସହ ଲଢ଼େଇ ଭିତରେ ସାମନାକୁ ଆସିଲା ଭଲ ଖବର । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମିତ ହୋଇଛନ୍ତି ୧ ହଜାର ୯୦୪ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୧ ଶହ ୧୫ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

କରୋନା ମୁକାବିଲା କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ; ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ: ପରୋପକାରୀ କାର୍ଯ୍ୟ ସହ ଜଡିତ ବିଶିଷ୍ଟ ଶିଳ୍ପପତି ତଥା ବିଲିୟନେୟାର ବିଲ୍ ଗେଟ୍‌ସ କହିଛନ୍ତି ଯେ କୋଭିଡ -୧୯ ସହିତ ମୁକାବିଲା କରିବାରେ ବିଶେଷ କରି ବ୍ୟାପକ ସ୍ତରରେ ଟିକା ପ୍ରସ୍ତୁତ ଏବଂ ଅନୁସନ୍ଧାନ କରିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଗେଟ୍‌ସ ,…

ଜେଲରୁ ବାହାରିବେ କି ସୌଭିକ୍ ଚକ୍ରବର୍ତ୍ତୀ ? ଆଜି ବେଲ୍ ଆବେଦନର ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ପରେ ଜାମିନରେ ଆସିଛନ୍ତି ବଲିଉଡ ଅଭନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏଯାଏ ଜେଲରେ ଅଛନ୍ତି । ସୌଭିକଙ୍କୁ ମିଳିବ କି ବେଲ୍ ? ଆଜି ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । ପୂର୍ବରୁ ତାଙ୍କ ଜାମିନ ଆବେଦନ ଖାରଜ…

ଆରପାରିରେ ବାୟୁସେନାର ପ୍ରଥମ ମହିଳା ଉଇଙ୍ଗ୍ କମାଣ୍ଡର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଉଇଙ୍ଗ୍‌ କମାଣ୍ଡର ଡା. ବିଜୟଲକ୍ଷ୍ମୀ ରମଣଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବିଜୟଲକ୍ଷ୍ମୀ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୧୯୫୫ରେ ସେ ବାୟୁସେନାରେ ଯୋଗ ଦେଇଥିଲେ ଏବଂ…

୫୦ ହଜାର ତଳକୁ ଖସିଲା ଦୈନିକ ପଜିଟିଭ୍ କେସ୍, ମୃତ୍ୟୁସଂଖ୍ୟା ୬୦୦ରୁ କମ୍

ନୂଆଦିଲ୍ଲୀ: ଦେଶରେ କାବୁ ପାଉଛି କରୋନା । କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୫୦ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୬ଶହ ତଳକୁ ଖସିଛି । ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୬ ହଜାର ୭୯୧ ଜଣ । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ…

ପାକିସ୍ତାନକୁ ପୁଣି ଫେରିଲା ଟିକ୍‌ଟକ୍‌

ଇସଲାମବାଦ୍‌: ପୁଣି ଫେରିଛି ଟିକ୍‌ଟକ୍‌। ପାକିସ୍ତାନରେ ଟିକ୍‌ଟକ୍‌ ଉପରୁ ବ୍ୟାନ୍‌ ହଟାଇ ଦିଆଯାଇଛି। ଅଶ୍ଳୀଳତା ପାଇଁ ସରକାରଙ୍କ ପକ୍ଷରୁ ଟିକ୍‌ଟକ୍‌ ଆପ୍‌ ଉପରେ ନିଷିଦ୍ଧାଦେଶ ଜାରି କରାଯାଇଥିଲା। କିନ୍ତୁ ଏବେ ପୁଣି ଚୀନ୍‌ ଚାପରେ ଟିକ୍‌ଟକ୍‌ ଆପ୍‌କୁ ଅନୁମତି ପ୍ରଦାନ କରିଛି ପାକିସ୍ତାନ।…

ଟଳିଲା ବଡ ବିପଦ, ୭ଟି ଲ୍ୟାଣ୍ଡ ମାଇନ୍ ଓ ଟିଫିନ୍ ବୋମା ଜବତ

ମାଲକାନଗିରି: ଟଳିଲା ବଡ ଧରଣର ବିପଦ । ଲ୍ୟାଣ୍ଡ ମାଇନ୍ ଓ ଟିଫିନ ବୋମା ଜବତ । ମାଲକାନଗିରି ସ୍ୱାଭିମାନ ଅଂଚଳରୁ ୭ଟି ଲ୍ୟାଣ୍ଡମାଇନ୍ ଓ ଟିଫିନ ବୋମା ଜବତ ହୋଇଛି ।  କମ୍ବିଂ ଅପରେସନ ବେଳେ ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ଲ୍ୟାଣ୍ଡମାଇନ ମାଓ ସାମଗ୍ରୀ…

ପିପିଇ କିଟ୍ ପିନ୍ଧି ହ୍ରିତିକ୍‌ଙ୍କ ଘୁଙ୍ଗୁରୁ ଗୀତରେ ନାଚିଲେ ଡାକ୍ତର

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଜଣେ ଡାକ୍ତରଙ୍କ ନୃତ୍ୟ‌ର ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ଡାକ୍ତର ଜଣଙ୍କ ଭିଡିଓ ଦେଖି ଅଭିନେତା ହ୍ରିତିକ୍‌ ରୋସନ୍‌ ମଧ୍ୟ ବିଭୋର ହୋଇଯାଇଛନ୍ତି। ହ୍ରିତିକ୍‌ ତାଙ୍କ ନୃତ୍ୟର ଷ୍ଟେପ୍‌କୁ ଅନୁସରଣ କରି ନିଜେ କରିବାକୁ…

ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ମୟୂରଭଂଜ: ଦଳିଦେଲା ଦନ୍ତା । ମୟୂରଭଂଜ ଜିଲ୍ଳା ମୋରଡା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ତଣ୍ଡବ ରଚିଛନ୍ତି । ରସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପାର୍ବଣ ପାଇଁ ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ପାର୍ବଣ ପାଇଁ ରେଳଯାତ୍ରୀଙ୍କୁ ଭେଟି । ଚାଲିବ ୨୬ଟି ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରୁ ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେସନ୍‌ରୁ କେତେକ ଟ୍ରେନ୍‌…