Latest Odisha News

ରାଜଧାନୀରେ ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ ଜଣେ ଅଭିନେତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ରାତି ପାଖପାଖି ୨ ଟାରେ ଅଭିନେତ୍ରୀ ଜଣଙ୍କ ସୁଟିଂ ସାରି ନିଜର କିଛି ସହ କଳାକାରଙ୍କ ସହ ସାଲେପୁରରୁ ନିଜ…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ସୁଇମିଂ କୋଚ୍

ପାଣାଜୀ: ଗୋଆର ମାପୁସା ସନ୍ତରଣ କେନ୍ଦ୍ରରେ ପ୍ରଶିକ୍ଷଣ ଦେଉଥିବା ସୁରଜିତ ଗାଙ୍ଗୁଲୀ ନାମକ ଜଣେ କୋଚଙ୍କୁ ପୋଲିସ ଏକ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀରୁ ଗିରଫ ହୋଇଥିବା ଏନଡ଼ିଟିଭିରେ ଖବର ପ୍ରକାଶିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ୱିଇମିଂ କୋଚ୍ ସୁରଜିତ ସନ୍ତରଣ କେନ୍ଦ୍ରରେ ଜଣେ ୧୫…

ନରମିଲେ ସରକାର, କୋହଳ କଲେ ଟ୍ରାଫିକ ନିୟମ

ଭୁବନେଶ୍ୱର: ସାରଦେଶରେ ଲାଗୁହୋଇଥିବା ନୂଆ ଟ୍ରାଫିକ ନିୟମର କଡ଼ାକଡି ପାଳନକୁ ନେଇ ଜନ ଅସନ୍ତୋଷ ବ୍ୟାପିବା ପରେ ରାଜ୍ୟ ସରକାର ଏହାକୁ ସାମାନ୍ୟ କୋହଳ କରାଇଛନ୍ତି । ଗାଡି ଚାଳକମାନଙ୍କ ଠାରୁ ଏଥର ଏକାଧିକ ପ୍ରକାରର ଫାଇନ ବଦଳରେ କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି…

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ ଗାଡ଼ି: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବ୍ୟାନ୍‌ କରିବେ ନାହିଁ, ଏ ନେଇ ଚିନ୍ତା ମଧ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ସଙ୍କଟରେ ଥିବା ଅଟୋ ମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାରକୁ ଆଣିବାକୁ ସରକାର ଯଥାସମ୍ଭବ ସହାୟତା…

ପ୍ରଥମଥର ପାଇଁ ଏକାଠି ନଜର ଆସିବେ ପ୍ରିୟଙ୍କା ଓ ରାଜ କୁମାର ରାଓ

ମୁମ୍ବାଇ: ବଲିଉଡର ସ୍ମାର୍ଟ ଗାର୍ଲ ପ୍ରିୟାଙ୍କ ଓ ଟ୍ୟାଲେଣ୍ଟେଡ଼ ରାଜ୍ କୁମାର ରାଓଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ତେବେ ଫିଲ୍ମଟି କେବଳ ନେଟଫ୍ଲିକ୍ସ୍ ଚ୍ୟାନେଲ୍‌ରେ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି । ରାମିନ…

ଜାଣନ୍ତୁ, କେଉଁ ୬ଜଣ ବିଜେଡ଼ି ନେତାଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦବୀ…

ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମେତ ବିଭିନ୍ନ ସରକାରୀ ବିଭାଗ ଲାଗି ସମୁଦାୟ ୧୧ ଜଣ ବିଜେଡ଼ି ନେତାଙ୍କୁ ସଚିବ ତଥା ପ୍ରମୁଖ ସଚିବ ସ୍ତରୀୟ ପାହ୍ୟା ପ୍ରଦାନ କରିଛନ୍ତି । ଏହି ସମସ୍ତ ନେତାମାନେ…

ଏମିତି ନିଅନ୍ତୁ କିଡନୀର ଯତ୍ନ, ଦୁରେଇ ରହିବ ସବୁ ସମସ୍ୟା

ଭୁବନେଶ୍ୱର: ମଣିଷ ଶରୀରରେ ଦୁଇଟି କିଡନୀ ରହିଛି । ଯାହା ଶରୀରର ଫିଲଟର ପରି କାର୍ଯ୍ୟ କରିଥାଏ ଏବଂ ଏହା ରକ୍ତ ବିଶୋଧନ କରି ଅନାବଶ୍ୟକ ଉପାଦାନକୁ ମଧ୍ୟ ବାହାର କରିଦେଇଥାଏ । ଏହା ଶରୀରର ଖୁବ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଡନୀର ଯତ୍ନ…

ରାଜ୍ୟରେ ପ୍ରବଳ ବୃଷ୍ଟିପାତ: ଖୋଲିଲା ଅଧିକାଂଶ ଜଳଭଣ୍ଡାର ଗେଟ୍

କୋରାପୁଟ/ନବରଙ୍ଗପୁର/ସମ୍ବଲପୁର: ରାଜ୍ୟର ଉପରମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ଶୁକ୍ରବାର ଦିନ ଓଡ଼ିଶାର ଅଧିକାଂଶ ଜଳଭଣ୍ଡାର ଗେଟ୍ ଖୋଲାଯାଇଛି । ପ୍ରବଳ ବର୍ଷା ହେବାଫଳରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳଭଣ୍ଡାରର ୩ଟି ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି ।…

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍…

ସୁନା ପରେ ଏବେ ରେକର୍ଡ ଭାଙ୍ଗିଲା ରୁପା ଦର, ଟପିଲା ୫୦ ହଜାର

ନୂଆଦିଲ୍ଲୀ: ଲଗାଦାର ସୁନା ଦର ବୃଦ୍ଧି ପାଉଥିବା ବେଳେ ବୁଧବାର ଏହା ୧୨୨ ଟଙ୍କା ବୃଦ୍ଧି ପାଇ ୩୯,୨୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ଅନ୍ୟପକ୍ଷରେ ରୁପା ଦର ମଧ୍ୟ ଅହେତୁକ ଭାବେ ବଢ଼ିଚାଲିଛି। ବୁଧବାର ରୁପା ଦର କେଜିରେ ୨୦୭୦ ଟଙ୍କା ବୃଦ୍ଧି ପାଇ ୫୦,୧୨୫ ଟଙ୍କାରେ ପହଞ୍ଚିଛି ।…