Latest Odisha News

BREAKING NEWS

ବଲିଉଡ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ

ମୁମ୍ବାଇ: ଭେଟେରାନ୍ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଫିସିଆଲ୍ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି କୁମାର ସାନୁଙ୍କ ଟିମ୍ । ତାଙ୍କ ଟିମ୍ ଲେଖିଛନ୍ତି, ସାନୁ ଦା କରୋନା ପଜିଟିଭ୍ ବାହାରିଛନ୍ତି । ଆରୋଗ୍ୟ କାମନା ପାଇଁ…

କାହିଁକି ହେମା ମାଳିନିଙ୍କୁ ‘ଡ୍ରିମ୍ ଗାର୍ଲ’ର ଟ୍ୟାଗ୍ ମିଳିଥିଲା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନି ଶୁକ୍ରବାର ତାଙ୍କର ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ଚଳଚ୍ଚିତ୍ର ଏବଂ ରାଜନୈତିକ ଜୀବନରେ ସଫଳ ଭୂମିକା ଗ୍ରହଣ କରିଥିବା ହେମା ମାଳିନି କେବେ ବି ଫିଲ୍ମକୁ ଆସିବାକୁ ଚାହୁଁନଥିଲେ। ସେ ନୃତ୍ୟକୁ ଭଲ ପାଉଥିଲେ ଏବଂ ସେ ଜଣେ ପେସାଦାର ନୃତ୍ୟଶିଳ୍ପୀ…

କାହିଁକି ପାଳନ କରାଯାଏ ବିଶ୍ୱ ଖାଦ୍ୟ ଦିବସ; କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ

୧୯୮୦ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୬ ତାରିଖରେ ପାଳିତ ହେଉଛି ‘ବିଶ୍ୱ‌ ଖାଦ୍ୟ ଦିବସ’। ହଙ୍ଗେରିର ତତ୍‌କାଳୀନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. ପଲ୍‌ ରୋମାନି ପ୍ରଥମେ ୧୯୭୯ରେ ଏଥିପାଇଁ  ପ୍ରସ୍ତାବ ଦେଇଥିଲେ । ସଂପ୍ରତି ଶହେ ପଚାଶରୁ ଅଧିକ ଦେଶରେ, ଏହି ଦିବସ ପାଳିତ ହେଉଛି। ୧୯୪୫ ଅକ୍ଟୋବର‌…

ଆଜି +୨ର ବଳକା ସିଟରେ ସ୍ପଟ୍ ଆଡମିଶନ୍

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଯୁକ୍ତ ଦୁଇ କଲଜେର ନାମଲେଖା ପାଇଁ ଆଜି ସ୍ପଟ୍ ଆଡମିଶନ୍ । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଯିବ । ଗତକାଲି ପ୍ରକାଶ ପାଇଥିଲା ସେସବୁ ଜୁନିୟର କଲେଜରେ ମେରିଟ୍ ଲିଷ୍ଟ । ଆଜି ସକାଳ ୧୦ଟାରୁ ସ୍ପଟ୍ ଆଡମିଶନ ଆରମ୍ଭ…

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି । ଦେଶରେ…

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବ୍ରଜରାଜନଗର: ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏବେ ସେ ବିଳାସପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ୨୫ ତାରିଖରେ ଛତିଶଗଡ଼ ହାଇକୋର୍ଟ…

ଆଜି ପ୍ରକାଶ ପାଇବ NEET ରେଜଲ୍ଟ

ଭୁବନେଶ୍ୱର: ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ନ୍ୟାସନାଲ୍ ଏଲିଜିବିଲିଟ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷାଫଳ । ଛାତ୍ରଛାତ୍ରୀ ww.ntaneet.nic.in କିମ୍ୱା nta.ac.inରୁ ରେଜଲ୍ଟ ଜାଣି ପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ନବୀନ ପଟ୍ଟନାୟକଙ୍କୁ ପୂରିଲା ୭୪ବର୍ଷ, ଜନ୍ମଦିନରେ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୪ ବର୍ଷ ପୂରିଛି । ୭୫ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏବର୍ଷ କରୋନା ମହାମାରୀ ଯୋଗୁ ଜନ୍ମଦିନ ପାଳନ କରୁ ନାହାନ୍ତି । ନବୀନ ନିବାସ ଆସିବା ପାଇଁ ଦଳୀୟ ନେତା, କର୍ମୀ ସମର୍ଥକଙ୍କୁ ମନା କରିଥିଲେ ନବୀନ । ଗରିବ ଲୋକଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୬-୧୦-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୬ ରିଖ ଶୁକ୍ରବାର କନ୍ୟା ୩୧ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର  ଘାତ ବାର :- ବିଛା ଧନୁ ଓ ମୀନ ରାଶିର    ଘାତ ଚନ୍ଦ୍ର:- ବୃଷ…