Latest Odisha News

BREAKING NEWS

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…

ସତରେ କଣ କବିତା କେବେହେଲେ ଲେଖା ସରିଛି?

ସତରେ କଣ କବିତା କେବେହେଲେ ଲେଖା ସରିଛି? ପ୍ରହଲ୍ଲାଦ ଶତପଥୀ “ଧୀର ପାଦ, ମନ୍ଥର ଗତି, ଛମଛମ ପାଉଁଜି ଆସ୍ତେ ଆସ୍ତେ ମୋକ୍ଷମୟୀ ଆଗକୁ ଆଗକୁ ମାଡି ଆସୁଥାଏ । କେଉଁ ଏକ ଋଷି ପ୍ରତିମ ତେଜସ୍ୱୀ କବିର ଧ୍ୱନି ଶବ୍ଦବ୍ରହ୍ମ କ୍ଷେପି ଯାଉଥାଏ ଚଉଦିଗ । ଏମିତି ଏକ ବ୍ରାହ୍ମ ମୁହୂର୍ତ୍ତରେ…

ଜମ୍ମୁ-କାଶ୍ମୀରରେ ପୁଣି ମୁତୟନ ହେଲେ ୨୮ ହଜାର ଯବାନ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଘାଟିରେ ପାଖାପାଖି ୨୮ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଗତକାଲି ଏହି ଯବାନଙ୍କୁ ଅଚାନକ ସହରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟ ଅନୁଯାୟୀ କିଛି ବିଦେଶୀ ଆତଙ୍କବାଦୀ ସହରର…

ଭିଜିଲାନ୍ସ ଜାଲରେ ଫସିଲେ ମହିଳା ସରପଞ୍ଚ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକସ୍ଥିତ ରିଞ୍ଜା ସରପଞ୍ଚଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଣ୍ଟି-କରପସନ୍ ୱିଙ୍ଗର ଏକ ଟିମ୍…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ଓ ଏମଭି-୩୬ ପୋଲ ବୁଡିଯିବା ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ…

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବା ସତ୍ୱେ ‘କେବିକେ’ ଜିଲ୍ଲାରେ ବିକାଶମୂଳକ ଯୋଜନା ଜାରି ରହିବ: ମନ୍ତ୍ରୀ

ଭୁବନେଶ୍ୱର: କେବିକେ ଯୋଜନା ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତାକୁ ଦଳମତ ନିର୍ବିଶେଷରେ ଗୁରୁବାରଦିନ ବିଧାନସଭାରେ ଗମ୍ଭୀରତା ପ୍ରକାଶ ପାଇଛି । ଏସମ୍ପର୍କରେ ଗୃହର ପ୍ରଶ୍ନକାଳ ସମୟରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୧୯୯୮ରୁ ୯୯ ମଧ୍ୟରେ…

ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେବ ନୂଆ ପାଟ୍ରୋଲିଂ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କ୍ରମାଗତ ଭାବେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବାକୁ ତଥା ଅପରାଧିମାନଙ୍କୁ ତୁରନ୍ତ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ପାଟ୍ରୋଲିଂ ବ୍ୟବସ୍ଥା ହେଉଛି । ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ତା୦୨-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୨ ରିଖ ଶୁକ୍ରବାର କର୍କଟ ୧୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା । ଗଣମାଧ୍ୟମ ସଂସ୍ଥା…