Latest Odisha News

BREAKING NEWS

ବିଦେଶ ମାଟିରେ ଚମକିବେ ବୌଦ୍ଧ ଝିଅ ଅନିଶା 

ଭୁବନେଶ୍ୱର: ବିଦେଶ ମାଟିରେ ଓଡ଼ିଶାର ଯଶ ବାନା ଉଡାଇବାକୁ ଯାଉଛନ୍ତି ଆଉ ଜଣେ ପ୍ରତିଭା । ବୌଦ୍ଧ ଜିଲ୍ଲାର ଝିଅ ଅନିଶା ମହେର। ଏବେ ସେ ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି। ୨୦୨୧ ଏପ୍ରିଲ ମାସରେ ମିଆଁମାରର ମଣ୍ଡଲେ ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ବିୟୁଟି…

ପଞ୍ଜାବ ଦଳକୁ ଫେରିଲେ ବିସ୍ଫୋରକ କ୍ରିସ ଗେଲ୍ : ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଶାରଜା: ଆଇପିଏଲରେ ଆଜି ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ । ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ହେଲେ ପଞ୍ଜାବ ଦଳକୁ  ବିସ୍ଫୋରକ କ୍ରିସ ଗେଲ୍ ଫେରିଛନ୍ତି ।  ବିରାଟ କୋହଲି ଟସ୍ ଜିତି…

ଭାରତ ବିରୋଧରେ ଯିବା ପାଇଁ ନେପାଳର ଓଲି, ପ୍ରଚଣ୍ଡ ଚୀନଠାରୁ ନେଇଥିଲେ ୯୦୦ କୋଟି ଟଙ୍କାର ଲାଂଚ

କାଠମାଣ୍ଡୁ: ନେପାଳ ହଠାତ୍ କାହିଁକି ଭାରତ ବିରୋଧୀ ହୋଇପଡିଲା ସେ ନେଇ ବୁଦ୍ଧିଜୀବୀମାନେ କାରଣ ପାଉ ନ ଥିଲେ । ଧିରେ ଧିରେ ଏହି ଷଡଯନ୍ତ୍ରରୁ ପରଦା ଉଠିବାରେ ଲାଗିଛି । ନେପାଳୀ ନ୍ୟୁଜ୍ ସାଇଟ୍ ମାଇ ରିପବ୍ଲିକ୍ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭଟ୍ଟ ରାଇ କହିଛନ୍ତି ପିଏମ୍ କେପି ଶର୍ମା…

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ କେବଳ ୨୫୦ ଲୋକଙ୍କୁ ଦୈନନ୍ଦିନ ମନ୍ଦିର ଭିତରକୁ ଯିବାକୁ…

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ: ଭାରତ ପକ୍ଷରୁ ପ୍ରଥମ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୩ରେ ଡାଇରେକ୍ଟର ରିଚାର୍ଡ ଏଟନବରେଙ୍କ ଗାନ୍ଧୀ ଫିଲ୍ମ ପାଇଁ ସେ ଓସ୍କାର ପୁରସ୍କାର ପାଇଥିଲେ…

୧୫ ବର୍ଷ ପରେ କୋଲକାତା ରାସ୍ତାରେ ଗଡିଲା ଡବଲ୍ ଡେକର୍ ବସ୍ !

କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ । ଆଗକୁ…

କେତେ ସମୟ ଉଡିଥିଲେ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟୀକରଣ ରଖିଲେ ସରକାର

ଭୁବନେଶ୍ୱର: ବନ୍ୟାଂଚଳ ପରିଦର୍ଶନ ସମୟରେ କେତେ ସମୟ ହେଲିକପ୍ଟରରେ ଉଡିଥିଲେ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ଏଥିରେ କୁହାଯାଇଛି, ପ୍ରମୁଖ ଗଣମଧ୍ୟମ ପକ୍ଷରୁ ହୋଇଥିବା ଖବର ପ୍ରସାରଣ ସମ୍ପୂର୍ଣ୍ଣ ମିଛ। ୩୧ ଅଗଷ୍ଟ…

ରୋହିତ କରିବେ ଅଙ୍ଗୁର ଫିଲ୍ମର ରିମେକ୍‌, ଆସନ୍ତୁ ଜାଣିବା ଏହାର ହୀରୋ କିଏ ହେବେ

ମୁମ୍ବାଇ: ସିମ୍ବା ଓ ସୂର୍ଯ୍ୟବଂଶୀ ପରେ ସଫଳ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଅଙ୍ଗୁର ଫିଲ୍ମର ରିମେକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୯୮୨ରେ ଆସିଥିବା ଏହି ବ୍ଲକବଷ୍ଟର କମେଡ ଫିଲ୍ମକୁ ଗୁଲଜାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ରିମେକରେ ନଜର ଆସିବେ ରଣବୀର ସିଂ । ଦର୍ଶକ…

ବାଲେଶ୍ୱର ସଦର ଉପ ନିର୍ବାଚନ; କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲେଶ୍ୱର: ବାଲେଶ୍ୱର ସଦର ଉପ ନିର୍ବାଚନ ଲାଗି କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଗୁରୁବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ସହରର ରିଟର୍ନିଂ ଅଫିସରଙ୍କ ନିକଟରେ ରବିନ୍ଦ୍ର ଜେନା, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ…

ଆଗାମୀ ଦିନରେ ବିକିବାକୁ ପଡିପାରେ ବାଇକ୍‌; କାହିଁକି ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ନିକଟରେ ଆଦିତ୍ୟ ନାରାୟଣଙ୍କ ବାହାଘର ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସମୟରେ ଆଦିତ୍ୟ କହିଛନ୍ତି ଯେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଛି । ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ସେ…