Latest Odisha News

BREAKING NEWS

ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କେରଳର ସାବରିମାଲା ମନ୍ଦିର ଆସନ୍ତା ଅକ୍ଟୋବର ୧୬ରୁ ପାଞ୍ଚ ଦିନ ଭକ୍ତଙ୍କ ପାଇଁ ଖୋଲିବାକୁ ଯାଉଛି। ଟ୍ରାଭାନକୋର ଦେବସୋମ ବୋର୍ଡ (ଟିବିଡି) ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ କେବଳ ୨୫୦ ଲୋକଙ୍କୁ ଦୈନନ୍ଦିନ ମନ୍ଦିର ଭିତରକୁ ଯିବାକୁ…

ଭାରତର ପ୍ରଥମ ଓସ୍କାର ବିଜେତାଙ୍କ ପରଲୋକ

ମୁମ୍ବାଇ: ଭାରତ ପକ୍ଷରୁ ପ୍ରଥମ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟାଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ୧୯୮୩ରେ ଡାଇରେକ୍ଟର ରିଚାର୍ଡ ଏଟନବରେଙ୍କ ଗାନ୍ଧୀ ଫିଲ୍ମ ପାଇଁ ସେ ଓସ୍କାର ପୁରସ୍କାର ପାଇଥିଲେ…

୧୫ ବର୍ଷ ପରେ କୋଲକାତା ରାସ୍ତାରେ ଗଡିଲା ଡବଲ୍ ଡେକର୍ ବସ୍ !

କୋଲକାତା: ଦିନ ଥିଲା କଲିକତାର ପରିଚୟ ସାଜିଥିଲା ଡବଲ୍ ଡେକର୍ ବସ୍ । ହେଲେ କଲିକତାରୁ କୋଲକାତା ହେବାର ମାତ୍ର ୪ ବର୍ଷ ପରେ ରାସ୍ତାରେ ଆଉ ଦେଖିବାକୁ ମିଳିନଥିଲା ଏହି ସ୍ୱତନ୍ତ୍ର ବସ୍ । ହେଲେ ଏବେ କୋଲକାତା ରାସ୍ତାକୁ ପୁଣିଥରେ ଦୀର୍ଘ ୧୫ ବର୍ଷ ପରେ ଫେରିଛି ଡବଲ୍ ଡେକର୍ ବସ୍ । ଆଗକୁ…

କେତେ ସମୟ ଉଡିଥିଲେ ମୁଖ୍ୟମନ୍ତ୍ରୀ? ସ୍ପଷ୍ଟୀକରଣ ରଖିଲେ ସରକାର

ଭୁବନେଶ୍ୱର: ବନ୍ୟାଂଚଳ ପରିଦର୍ଶନ ସମୟରେ କେତେ ସମୟ ହେଲିକପ୍ଟରରେ ଉଡିଥିଲେ ମୁଖ୍ୟମନ୍ତ୍ରୀ । ଏ ସଂକ୍ରାନ୍ତରେ ପ୍ରସାରିତ ହୋଇଥିବା ଖବର ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିଛନ୍ତି ସରକାର । ଏଥିରେ କୁହାଯାଇଛି, ପ୍ରମୁଖ ଗଣମଧ୍ୟମ ପକ୍ଷରୁ ହୋଇଥିବା ଖବର ପ୍ରସାରଣ ସମ୍ପୂର୍ଣ୍ଣ ମିଛ। ୩୧ ଅଗଷ୍ଟ…

ରୋହିତ କରିବେ ଅଙ୍ଗୁର ଫିଲ୍ମର ରିମେକ୍‌, ଆସନ୍ତୁ ଜାଣିବା ଏହାର ହୀରୋ କିଏ ହେବେ

ମୁମ୍ବାଇ: ସିମ୍ବା ଓ ସୂର୍ଯ୍ୟବଂଶୀ ପରେ ସଫଳ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଅଙ୍ଗୁର ଫିଲ୍ମର ରିମେକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୯୮୨ରେ ଆସିଥିବା ଏହି ବ୍ଲକବଷ୍ଟର କମେଡ ଫିଲ୍ମକୁ ଗୁଲଜାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ରିମେକରେ ନଜର ଆସିବେ ରଣବୀର ସିଂ । ଦର୍ଶକ…

ବାଲେଶ୍ୱର ସଦର ଉପ ନିର୍ବାଚନ; କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବାଲେଶ୍ୱର: ବାଲେଶ୍ୱର ସଦର ଉପ ନିର୍ବାଚନ ଲାଗି କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଗୁରୁବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ସହରର ରିଟର୍ନିଂ ଅଫିସରଙ୍କ ନିକଟରେ ରବିନ୍ଦ୍ର ଜେନା, ପ୍ରତାପ ଜେନା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ…

ଆଗାମୀ ଦିନରେ ବିକିବାକୁ ପଡିପାରେ ବାଇକ୍‌; କାହିଁକି ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ନିକଟରେ ଆଦିତ୍ୟ ନାରାୟଣଙ୍କ ବାହାଘର ଖବରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳି ସମୟରେ ଆଦିତ୍ୟ କହିଛନ୍ତି ଯେ କରୋନା ଭାଇରସ୍ ଯୋଗୁଁ ହୋଇଥିବା ଲକଡାଉନ୍ ଫଳରେ ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହୋଇଯାଇଛି । ତାଙ୍କ ଆକାଉଣ୍ଟରେ ଏବେ ମାତ୍ର ୧୮ ହଜାର ଟଙ୍କା ଅଛି ବୋଲି ସେ…

ରାଜନୀତି ମୈଦାନକୁ ଓହ୍ଲାଇଲେ ବିହାରୀ ବାବୁଙ୍କ ପୁଅ

ପାଟନା: ବିହାର ନିର୍ବାଚନ ଯେତେ ପାଖେଇ ଆସୁଛି ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ିବାରେ ଲାଗିଛି । ବଲିଉଡର ପ୍ରତିଷ୍ଠିତ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା ରାଜନୀତି ମୈଦାନରେ ନିଜ ଭାଗ୍ୟ ପରଖି ସାରିଛନ୍ତି । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି । ଏଥର ବିହାର ନିର୍ବାଚନରେ…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ମିଳୁନି ସୀମାଞ୍ଚଳଙ୍କ ପତ୍ତା, DNA ଟେଷ୍ଟ ପାଇଁ ପହଞ୍ଚିଲେ ପରିବାର ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ନିକଟରେ ହୋଇଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ୯ ଦିନ ପୁରିଗଲାଣି । ହେଲେ ଏଯାଏଁ ମିଳୁନି ନିଖୋଜ ସୀମାଞ୍ଚଳ ପରିଡାଙ୍କ ପତ୍ତା । ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପରିବାର ଲୋକେ  ଇତି ମଧ୍ୟରେ  DNA ଟେଷ୍ଟ ପାଇଁ କ୍ୟାପିଟାଲ…