Latest Odisha News

ତୃଷାର୍ତ୍ତରେ ମାଣିକଠୁ ଦହି ପିଇଲେ ଜଗା-ବଳିଆ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୮-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୮ ରିଖ ଶୁକ୍ରବାର ମିଥୁନ ୧୪ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ଦିନ ଘ ୧୦-୨୪ ମିନିଟ୍ ପର୍ଯ୍ୟନ୍ତ ଏହା…

ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ମାଞ୍ଚେଷ୍ଟର୍: ଭାରତୀୟ ବୋଲିଂ ସେନସେସନ୍ ମହମ୍ମଦ ସାମିଙ୍କ କ୍ରମାଗତ ଶାଣିତ ବୋଲିଂ ଭାରତକୁ ପୁଣି ଏକ ଚମତ୍କାର ବିଜୟ ଆଣିଦେଇଛି । ଭାରତ ଗୁରୁବାର ଦିନ ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି । ଭାରତୀୟ ବୋଲରଙ୍କ ତୀକ୍ଷଣ ବୋଲିଂ ଆଗରେ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…

ଇଣ୍ଡିଜକୁ ୨୬୯ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଞ୍ଚେଷ୍ଟର୍: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସମୁଦାୟ ୫୦ ଓଭର ଖେଳି ୭ ୱିକେଟ ମିନିମୟରେ ୨୬୮ ରନ ସଂଗ୍ରହ କରିଛି । ଭାରତର ଏହି ଲଢୁଆ ସ୍କୋର ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ୫୬ ରନ, କପ୍ତାନ ବିରାଟ କୋହଲୀଙ୍କ ଲଢୁଆ ୭୨ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ୪୬ ରନ ଅନ୍ତଭୃକ୍ତ…

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି ଶୈଳବାଳା ମହାପାତ୍ର ସେଦିନୁ ବସିଛି ସମୁଦ୍ରକୁ ମୁହଁକରି ଦେଖିବି ବୋଲି ତମ ଉଆସ ଡୁବିବା ଦୃଶ୍ୟ ! ଆଉ କେତେ ବାଟ ଥିଲା କି ଏମିତି? ତମେ ତରତର ରେ ପକେଇଲ ପାହୁଣ୍ଡ କହିଲ: ଆସୁଥା' ପଛରେ ମୁଁ ଯାଉଛି ଆଗ ନାଆ କାଳେ ଛାଡ଼ି ଦେବ କୂଳ ! ଯା'…

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ (୧୯୧୬-୨୦୧୦) କ୍ଷେତ୍ର: ସମାଜସେବା ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ…

ବୋମା ଧମକ: ଏୟାର୍ ଇଣ୍ଡିଆ ବିମାନ ଲଣ୍ଡନରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମୁମ୍ବାଇରୁ ଏୟାର୍ ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଆମେରିକା ଯାଉଥିବା ବେଳେ ବୋମା ଧମକ ପାଇ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଏୟାର୍ ଇଣ୍ଡିଆ ବିମାନଟି ବ୍ରିିଟିଶ୍ ଫାଇଟର୍ ଜେଟଗୁଡ଼ିକ ଦ୍ୱାରା ସୁରକ୍ଷା ପାଇ ଅବତରଣ କରିଛି । ରଏଟର୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା…

ଚୁପଚାପ୍

ଚୁପଚାପ୍ ଅମିୟ ବେଜ୍ ଆଜିକାଲିର ପିଲାଏ ! ସାଧାରଣ କଅଣ ? ଅସାଧାରଣ ଜ୍ଞାନର ମାଲିକ ସବୁ । ସେମାନଙ୍କୁ ଜଣାଥିବ ନିଶ୍ଚୟ ଯେ' ମିରର୍ ରେ ପଛପାଖର ଘଟଣା-ଦୁର୍ଘଟଣା , ଆବଶ୍ୟକତା ଠାରୁ ଆଉରି ନିକଟତର ଦୃଶ୍ୟ ହୁଏ ବୋଲି । ତଥାପି ଦୁହେଁଯାକ ବେଫିକର୍ । ସମୟ ବୋଧେ ସରିଯିବ ଆଜିକପାଇଁ । କାଲିର…

ଜବର ଦଖଲକାରୀଙ୍କ କବଳରେ ୧୯,୦୦୦ ଏକର ସରକାରୀ ଜମି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୯,୪୫୦ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି । ବିଧାନସଭାରେ ଗୁରୁବାର ଦିନ ଗୃହର ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର…