Latest Odisha News

BREAKING NEWS

ଆଜି ବିଶ୍ୱ ଡାକ ଦିବସ

୧୯୭୦ରୁ ପ୍ରତିବର୍ଷ ଅକ୍‌ଟୋବର ୯ ତାରିଖରେ ପାଳିତ ହେଉଛି ବିଶ୍ୱ ଡାକ ଦିବସ। ୧୮୭୪ରେ ଏହି ଦିନରେ ସ୍ୱିଜରଲାଣ୍ଡର ବର୍ନରେ ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିୟନ୍‌ ସ୍ଥାପିତ ହୋଇଥିଲା। ଏହାସହ ବିଶ୍ୱରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା।…

ଆସନ୍ତୁ ଜାଣିବା ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଳାସଙ୍କ ସମ୍ପର୍କରେ

ପାଟନା:ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଲାସ ପାସୱାନ ଆଉ ନାହାନ୍ତି । ଏହି ୨ ଦଶନ୍ଧିରେ ସେ କେନ୍ଦ୍ରର ପ୍ରତ୍ୟେକ ସରକାରର ଅଂଶବିଶେଷ ଥିଲେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଆଇ କିଛି କଥା । ୧.୫ ଜୁଲାଇ ୧୯୪୬ରେ ଜନ୍ମ ଗ୍ରହଣ କରିଥିବା ରାମବିଳାସ । ରାଜନୀତିକୁ…

ଅନାଲୋଚିତ ଯୋଦ୍ଧା; ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ !

ଭୁବନେଶ୍ୱର: ରାଜଭାବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଗୋଟିଏ ଦିନ ବିତିଗଲାଣି । ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଅଜଣା ନୁହେଁ । କୋକୁଆ ଭୟରେ ରହିଥିଲେ ସ୍ଥାନୀୟ ଲୋକେ । ଆଖପାଖ ଅଂଚଳର ଲୋକେ କେବେ ବି ଏହି ଘଟଣାକୁ ସହଜରେ ଭୁଲିପାରିବେନି । ବିସ୍ଫୋରଣକୁ ବାଦ୍ ଦେଲେ ଏହି ଦୁର୍ଘଟଣା…

ବେୟାରଷ୍ଟୋ, ୱାର୍ଣ୍ଣରଙ୍କ ଚମତ୍କାର ଇନିଂସ, ପଞ୍ଜାବ ସମ୍ମୁଖରେ ୨୦୨ ରନର ଲକ୍ଷ୍ୟ

ଦୁବାଇ: ଜନୀ ବେୟାରଷ୍ଟୋଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ସନରାଇଜର୍ସ ହାଇଦ୍ରାବାଦ ୨୦୨ ରନର ବିଜୟ ଲକ୍ଷ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇକେଟ ବିନିମୟରେ ୨୦୧ ରନ କରିଥିଲା । ବେୟାରଷ୍ଟୋ ୫୫ ବଲରୁ ୭ ଚୌକା ଓ ୬ ଛକା…

ଆରପାରିରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନଙ୍କର ଆଜି ନିଧନ ଘଟିଛି । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିବା ବେଳେ ଆଜି ୭୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ଚିରାଗ ପାଶଓ୍ଵାନ ଟ୍ଵିଟ…

ବଡ ଦୁର୍ଘଟଣାରୁ ବର୍ତିଲା ଆଇଟିବିପି ଯବାନକୁ ନେଇ ଯାଉଥିବା ବସ୍‌

ମସୁରୀ: ଆଜି ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଛି ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ । ମସୁରୀର କ୍ୟାମ୍ପଟି ରୋଡ ଜେଡବ୍ଲ୍ୟୁ ମେରିୟଟ ହୋଟେଲ ନିକଟରେ ବ୍ରେକ୍ ଫେଲ ହେବାରୁ ବସଟି ନିୟନ୍ତ୍ରଣ ହରାଇଥିଲା । ଭାଗ୍ୟବଶତଃ ୪୦ ଯବାନଙ୍କୁ ନେଇ ବସ୍ ରାସ୍ତାକଡରେ ଥିବା ପାରାପେଟିରେ ଧକ୍କା ଖାଇ…

ମହିଳାମାନେ ନିଜ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ: ମାନେକା ଗାନ୍ଧୀ

ଭୁବନେଶ୍ୱର: ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି । ପ୍ରତ୍ୟେକ ମହିଳା ଅନ୍ୟ…

ରାଜ୍ୟରେ ୮୭୯୬.୬୧ କୋଟି ମୂଲ୍ୟର ୧୨ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଏବଂ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପର ଗୁଡିକର ଅଟକଳ ପ୍ରାୟ ୮୭୯୬.୬୧ କୋଟି ଟଙ୍କା ରହିଛି । ଏହାଦ୍ୱାରା ରାଜ୍ୟରେ ନୂତନ ଭାବେ…

ଜାଣନ୍ତୁ, ଭାରତର କେଉଁ ଜେଲରେ ଅଛନ୍ତି ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ?

ଉତ୍ତରପ୍ରଦେଶ: କୌଣସି ସେଲିବ୍ରିଟି କିମ୍ବା ରାଜନେତା ଜେଲରେ କଏଦୀ ଭାବେ ରହିବା କିଛି ନୂଆ କଥା ନୁହେଁ । ହେଲେ କୌଣସି ଜେଲରେ ସର୍ବାଧିକ ଉଚ୍ଚଶିକ୍ଷିତ କଏଦୀ ରହିବା ନିଶ୍ଚିତ ଭାବେ ଏକ ଅନନ୍ୟ ଘଟଣା କିମ୍ବା ରେକର୍ଡ କହିଲେ ଭୁଲ ହେବନି । ଉତ୍ତରପ୍ରଦେଶର ଜେଲଗୁଡିକରେ ଭର୍ତ୍ତି ଅଛନ୍ତି…

ଅନାଲୋଚିତ କୀର୍ତ୍ତିରାଜି ବାଲିନଅରର ମୂକସାକ୍ଷୀ ସାଜିଛନ୍ତି ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ : ପୁରୀର ଗଜପତି ମହାରାଜାଙ୍କ ‘ବାଲିନଅର’ ତଥା ‘ପୁରୁଣା ନଅର’ଏକ ଅନାଲୋଚିତ କୀର୍ତ୍ତିରାଜି ।  ପୋତାପୋତି ଓ ରାସ୍ତ ନିର୍ମାଣରେ ସବୁ କିଛି ଲୁଚି ଯାଉଛି ଆସନ୍ତୁ ଜାଣିବା ଏହାର ଐତିହ୍ୟ ସମ୍ପର୍କରେ । ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର ଏହି ନହରର ମୂକସାକ୍ଷୀ ।…