Latest Odisha News

ମହଙ୍ଗା ପଡିପାରେ ଏହି ସେଲିବ୍ରିଟିଙ୍କୁ ୱେବରେ ସର୍ଚ୍ଚ କରିବା !

ନୂଆଦିଲ୍ଲୀ: ଆମେରିକୀୟ ଗ୍ଲୋବାଲ ସିକ୍ୟୁରିଟି ସଫ୍ଟୱେୟାର କମ୍ପାନୀ McAfee । ନିକଟରେ ଏହି କମ୍ପାନୀ ଏକ ରିସର୍ଚ୍ଚ କରିଥିଲା । ଏହି ରିସର୍ଚ୍ଚରେ ଜଣାପଡିଛି ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ଭାରତରେ ୱେବରେ…

ଲଣ୍ଡନରେ ନିଲାମ ହେବ ଭାରତୀୟ ସୁନା ମୁଦ୍ରା

ଲଣ୍ଡନ: ମୁଇଜୁଦ୍ଦିନ ମହମ୍ମଦ ଘୋରୀଙ୍କ ସମୟର ଅର୍ଥାତ୍ ୧୩୦୦ ଶତାବ୍ଦୀର ଏକ ସୁନା ମୁଦ୍ରା ୨୨ ଅକ୍ଟୋବରରେ ଲଣ୍ଡନରେ ନିଲାମ ହେବାକୁ ଯାଉଛି। ଏହି ମୁଦ୍ରା ଦୁଇ ଲକ୍ଷରୁ ତିନି ଲକ୍ଷ ପାଉଣ୍ଡ ମଧ୍ୟରେ ନିଲାମ ହୋଇପାରେ ବୋଲି ଜଣାପଡ଼ିଛି। ଏହି ମୁଦ୍ରା ପ୍ରାୟ ୪୬ ମିଲିମିଟର ଚଉଡା। ଏହାର…

କରୋନା ପଜିଟିଭ୍ ମାଆଠୁ କ୍ଷୀର ଖାଉଥିଲେ ୨୪୧ ନବଜାତ, ୨୨୮ ଜଣଙ୍କର ରିପୋର୍ଟ ନେଗେଟିଭ୍

ସୁରତ: ପିଲାଙ୍କ ପାଇଁ ମାଆ ସବୁବେଳେ ସୁରକ୍ଷା କବଚ । କରୋନା କାଳରେ ବି ଏକଥା ପ୍ରମାଣିତ ହୋଇଛି । ମହାମାରୀ ମାଆକୁ କବଳିତ କଲା । କିନ୍ତୁ ନବଜାତଙ୍କୁ ଛୁଇଁ ପାରିନାହିଁ ସଂକ୍ରମଣ । କରୋନା ସଂକ୍ରମିତ ମାଆଠୁ କ୍ଷୀର ପିଉଥିଲେ ବି କୋମଳମତୀ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା…

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ଡାକରା, ‘ଡିସେମ୍ବର ୧୦ରେ ହାଜର ହୁଅ’

ଭୁବନେଶ୍ୱର: ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲରେ ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ନୋଟିସ ପଠାଇଛନ୍ତି । ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ବର୍ଷାଙ୍କୁ ନୋଟିସ…

ଶିକ୍ଷା ସଂପର୍କ ଗଲା କୁଆଡ଼େ?

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ-…

[ଭିଡିଓ] ୨୫୦୦ ବର୍ଷ ପରେ ପ୍ରଥମ ଥର ପାଇଁ ଖୋଲା ହେଲା ମମ୍ମି କଫିନ୍ !

ଇଜିପ୍ଟ: ଶନିବାର ଭୂତତ୍ତ୍ୱବିତମାନେ ଏକ ମମ୍ମି କଫିନକୁ ଖୋଲିଛନ୍ତି । ଆଉ ତା ପୁଣି ୨୫୦୦ ବର୍ଷ ପୁରୁଣା । ଇଜିପ୍ଟରେ ଏହି କଫିନକୁ ସର୍ବସାଧାରଣରେ ଖୋଲାଯାଇଥିଲା । କଫିନକୁ ଖୋଲାଯିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଚଳିତବର୍ଷ ଦକ୍ଷିଣ କାଇରୋର ସକ୍କାରା ଇଲାକାରେ…

ଦିନକରେ ରାଜ୍ୟରେ ସର୍ବାଧିକ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଦିନକୁ ଦିନ ଗଡୁଛି ମୁଣ୍ଡ । ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଂଚିଛି । 3.A 66-year old male of Balasore district who…

କ୍ରମାଗତ ତୃତୀୟ ଦିନରେ ୩ ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ତିନି ଦିନ ହେଲାଣି । ରାଜ୍ୟରେ କ୍ରମାଗତ ତିନି ହଜାରରୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୯୯୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୭ ଶହ ୩୭ ଥିବା ବେଳେ ଲୋକାଲ…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଟମ୍‌ କ୍ରୁଜ୍‌ଙ୍କ ଅଭୁତପୂର୍ବ ଷ୍ଟଣ୍ଟ୍‌ ପ୍ରଦର୍ଶନ

ନୂଆଦିଲ୍ଲୀ: ଟମ୍‌‌ କ୍ରୁଜ୍‌ ଆଜିକାଲି ‘ମିଶନ୍‌ ଇମ୍ପସିବଲ୍‌ ୭’ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ଟମ୍‌ଙ୍କ ଏକ ନୂଆ ଭିଡିଓ ସାମ୍‌ନାକୁ ଆସିଛି। ଏହି ଭିଡିଓରେ ସେ ଏକ ହାଇ ସ୍ପିଡ୍‌ରେ ଚାଲୁଥିବା…

ହାତୀ ଉପଦ୍ରବରୁ ମୁକ୍ତି ଦେବ ‘ଐରାବତ’

ଢେ଼ଙ୍କାନାଳ: ଏଣିକି ହାତୀ ଉପଦ୍ରବରୁ ମିଳିବ ମୁକ୍ତି । ରକ୍ଷା କରିବ ‘ଐରାବତ’ । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା । ଏହି ବସ୍‌  ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ…