Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦିଆପଡା ଅଞ୍ଚଳରୁ କ୍ୱିକ୍ ଆକ୍ସନ ଟିମ୍ (କ୍ୱାଟ୍) ଶୁକ୍ରବାର ଦିନ ପ୍ରାୟ ୧୯ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ଉକ୍ତ ଟିମ୍ ପକ୍ଷରୁ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ମିଳିଥିବା…

ଦୋଳି ଡାକ କଟକଟ

ଦୋଳି ଡାକ କଟକଟ ପାର୍ଥସାରଥୀ ସାମଲ ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ। ଆଜି ପହିଲି ରଜ। ତା ପାଇଁ କେତେ ସଜବାଜ। କି ଉଦ୍ଦୀପନା ! କିନ୍ତୁ ଆଜିର ଏ ରଜ ଦେଖିଲେ ଲାଗୁଛି ନା ସେ ସଜବାଜ ଅଛି ନା ସେ ରଜ। ସଜବାଜ ରଜ ଥିବ ଆଠ ଦିନ କି ମାସେ। ଘରର ଯେତେକ କୁନି କୁନି…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ସାୟନ୍ତନ ଓଡିଶାରେ ଟପ୍ପର

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷାଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବଭାରତୀୟ ସ୍ତରରେ ସର୍ବାଧିକ ନଂ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

‘ରଜୋ’ ନୁହେଁ ‘ରଜ’, ଗଛ ନାହିଁ ଦୋଳି ଖେଳିବା କେମିତି!

ଭୁବନେଶ୍ୱର : ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠୁ ଉତ୍ସବର ମାହୋଲ ଲାଗି ରହିଛି । ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ‘ରଜ’ ଶବ୍ଦକୁ କେହିକେହି ଅଣ ଓଡିଆମାନେ ଅପଭ୍ରଂଶ କରି ‘ରଜୋ’ ବୋଲି ଉଚ୍ଚାରଣ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ…

ଗୁଡ଼ି

ଗୁଡ଼ି ବିଭୂତି ଭୂଷଣ ଖୁଣ୍ଟିଆ ଗୁଡ଼ିର ନା ଥାଏ ପକ୍ଷୀ ନା ଡେଣା ଥାଏ ଖାଲି ଉଡ଼ିବାର ସମ୍ଭାବନା ହେଲେ, ଏକା ଏକା କେବେ ସିଏ ଉଡ଼ିପାରେନା । ତା’ ସହ ଅଭ୍ୟସ୍ତ ନ ହେଲେ ସିଏ ମୁହଁ ମାଡ଼ି ଶୋଇପଡେ଼ କାହାରି କଥା ରଖେନା । ସେ ପସନ୍ଦ କରେନା କୌଣସି ସଂକୀର୍ଣ୍ଣ ଗଳି କି…

ଶିଶିର ବେହେରାଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଭୁବନେଶ୍ୱର / ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଘୋଷିତ ହୋଇଛି । ପ୍ରଥମ ଥର ପାଇଁ ଏଥର ଏକ ଗଦ୍ୟ ରଚନା ପୁସ୍ତକକୁ ଏଥିପାଇଁ ମନୋନୀତ କରାଯାଇଛି । ଯୁବଲେଖକ ଶିଶିର ବେହେରାଙ୍କ ସାହିତ୍ୟ ଆଲୋଚନା ପୁସ୍ତକ "ବିମୁଗ୍ଧ ଉଚ୍ଚାରଣ" ଏହି ସମ୍ମାନଜନକ ପୁରସ୍କାର ପାଇଁ…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ…

ରାଜଧାନୀ ରଜ

 ରଜ ସ୍ୱତନ୍ତ୍ର  ରାଜଧାନୀ ରଜ ସରୋଜ ବଳ ପିଇ ଭିଟାମିନ୍‍ ପେଜ ଚିଡ଼ିଆଖାନାରେ ଡାକିଲା ଗଜ ଡାକିଲା ଗଜ ଲୋ ଆସି ପହଂଚିଲା ରଜ କାଗଜ ଖାଇଲା ଛେଳି ସପିଙ୍ଗ ମଲରେ ଭାରି ଗହଳି ଭାରି ଗହଳି ଲୋ ପଅର୍ସ ଯାଏ ତରଳି ବାଉଁଶ ପତର ନେଳି ଟିଭି ଷ୍ଟୁଡିଓରେ ଲାଗିଛି ଦୋଳି ଲାଗିଛି…