ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ, ବଡ ଧରଣ ବିସ୍ଫୋରଣ
ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଛି । ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟି ନିଆଁ ହୁ ହୁ ହୋଇ ଜଳୁଛି । ପେଟ୍ରୋଲ ପମ୍ପ ନିକଟରେ ଲୋକେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି । ଭୟଙ୍କର ବିସ୍ଫୋରଣ ଘଟିବା ପରେ…