Latest Odisha News

BREAKING NEWS

ଜାଣନ୍ତୁ ଏବର୍ଷ ଆଇଆଇଟି ପାଇଁ କେତୋଟି ସିଟ ରହିଛି

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ନିର୍ଦ୍ଦେଶକ ଭି ରାମଗୋପାଲ ଭାରତରେ ଆଇଆଇଟିରେ ଉପଲବ୍ଧ ସିଟ୍ ସଂଖ୍ୟା ଘୋଷଣା କରିଛନ୍ତି। ସୋମବାର ଆଇଆଇଟି-ଦିଲ୍ଲୀ ମିଳିତ ପ୍ରବେଶିକା ପରୀକ୍ଷା (JEE) ଆଡଭାନ୍ସଡ ୨୦୨୦ ର ଫଳାଫଳ ଘୋଷଣା କରିବା ପରେ ଏହି ଘୋଷଣା…

ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ ପରୀକ୍ଷାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଜେଇଇ ଆଡଭାନସରେ ଛାତ୍ର ଶିବାଶିଷ ରାଉତ ମୋଟ ୨୮୭ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୭୩ ତମ ର‌୍ୟାଙ୍କରେ ଅଛନ୍ତି । ଏଥିରେ ସହ ରାଜ୍ୟରେ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ତମନ୍ନା

ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବାହୁବଳୀ ଫେମ୍ ତଥା ଅଭିନେତ୍ରୀ ତମନ୍ନା ଭାଟିଆ । କରୋନାରେ ଆକ୍ରାନ୍ତ ହେବାର ଦିନକ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ହେଲେ ସେ ପୁରା ସୁସ୍ଥ ହେବା ଯାଏଁ ହୋମ୍ ଆଇସୋଲେସନରେ ରହିବେ । ଏନେଇ…

ଗଞ୍ଜାମର ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଗ୍ୟାସ ବିସ୍ଫୋରଣ: ୪ ଆହତ 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ଆଦିତ୍ୟ ବିର୍ଲା ଗ୍ରାସିମ୍ ଇଣ୍ଡଷ୍ଟ୍ରିରେ ଫାଟିଲା ଗ୍ୟାସ୍ ଟ୍ୟାଙ୍କ। ହାଇଡ୍ରୋକ୍ଲୋରିକ ପ୍ଲାଣ୍ଟରେ କୌଣସି କାରଣ ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ ଟ୍ୟାଙ୍କ ବିସ୍ଫୋରଣ ହୋଇଥିବା ଜଣାପଡିଛି । ତେବେ ଏହି ଅଘଟଣରେ ସେଠାରେ କାମ କରୁଥିବା…

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ…

କୋଲ୍ ସ୍କାମ ଘଟଣାବଳୀ: କେମିତି ଦୁର୍ନୀତି ଓ ଦିଲ୍ଲୀପ ରାୟଙ୍କ ନାଁରେ କ’ଣ ଥିଲା ଅଭିଯୋଗ ?

ନୂଆଦିଲ୍ଲୀ: ୧୯୯୯ରେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ବେଳେ ଝାଡ଼ଖଣ୍ଡରେ ଏକ କୋଲବ୍ଲକ ଆବଣ୍ଟନରେ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏନଡିଏର ସରକାରଙ୍କ ପ୍ରଥମ ମନ୍ତ୍ରୀ ଯାହାଙ୍କ ନାଁରେ କୋଲବ୍ଲକ ମାମଲାରେ ସମନ୍ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର…

ରାଜ୍ୟର ଏହି ୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ,…

ଅଭିନେତା ବିନୋଦ ଖନ୍ନାଙ୍କ ଜନ୍ମ ଦିବସରେ ତାଙ୍କ ସହିତ ଜଡ଼ିତ କିଛି ଅଭୁଲା କଥା

ମୁମ୍ବାଇ: ୨୦୧୮ରେ ମରଣୋତ୍ତର ଭାବେ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ପାଇଥିବା ଲୋକପ୍ରିୟ ଅଭିନେତା ବିନୋଦ ଖନ୍ନାଙ୍କ ଆଜି ଜନ୍ମ ଦିବସ। ବଲିଉଡ୍ ଚଳଚ୍ଚିତ୍ର ଜଗତର ଜଣେ କିମ୍ବଦନ୍ତୀ କଳାକାର ଥିଲେ ସେ। ଅଭିନେତା, ସାଂସଦ ଓ ପରେ ମନ୍ତ୍ରୀ ପଦରେ ଅବତୀର୍ଣ୍ଣ ହୋଇଥିବା ବିନୋଦ…

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପ୍ରଥମ ସେରୋଲୋଜିକାଲ୍ ସର୍ଭେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର(ଆରଏମଆରସି)ର ଏକ୍ସପର୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ୫ ଜଣିଆ ଟିମ୍ ତିନି ଦିନ ଧରି ଏହି ସର୍ଭେ କରିବେ ।

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…