ଆଜି ବିଶ୍ବ ପଶୁ କଲ୍ୟାଣ ଦିବସ; କାହିକିଁ ପାଳନ କରାଯାଏ ଏହି ଦିନ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ
ଆଜି ହେଉଛି ବିଶ୍ବ ପଶୁ କଲ୍ୟାଣ ଦିବସ। ଏହା ପ୍ରତିବର୍ଷ ଅକ୍ଟୋବରରେ ୪ ତାରିଖରେ ଏକ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ଆସିସ୍ର ସେଣ୍ଟ ଫ୍ରାନ୍ସିସ୍ଙ୍କ ଜନ୍ମଦିବସ ମଧ୍ୟ। ସେ ପଶୁମାନଙ୍କର ଜଣେ ମହାନ ପୃଷ୍ଠପୋଷକ ଥିଲେ।
୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ…