ବାହାଘରର ୫୮ ବର୍ଷ ପରେ ନାତୁଣୀ ଉଠାଇଲା ଫଟୋ, ଝଡ ସୃଷ୍ଟି କରୁଛି ସୋସିଆଲ ସାଇଟରେ
ଝୁଡିକି: କେରଳର ଝୁଡିକ ଅଂଚଳର ଏକ ବୟସ୍କ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ସାଇଟରେ ବେଶ୍ ପସନ୍ଦ କରାଯାଉଛି । ଚିନ୍ନାମା ଓ କୋଚୁକୁଟି ୫୮ ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ସେମାନଙ୍କ ନିକଟରେ ବିବାହ ସମୟର କୌଣସି ଫଟୋ ନ ଥିଲା । ଏହା ଦେଖି ନାତୁଣୀ ସେମାନଙ୍କୁ ବର, କନ୍ୟା…