Latest Odisha News

BREAKING NEWS

ବିଶ୍ୱକପ୍ ୨ୟ ସେମିଫାଇନାଲ୍: ଆଜି ଅଷ୍ଟ୍ରେଲିଆ-ଇଂଲଣ୍ଡ ଟକ୍କର୍

ବର୍ମିଂହାମ୍ : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ୨ୟ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦଳ ଗୁରୁବାର ଦିନ ମୁହାଁମୁହିଁ ହେଉଛନ୍ତି । ବର୍ମିଂହାମ୍ ସ୍ଥିତ ଏଜବେଷ୍ଟନ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତୀୟ ସମୟାନୁଯାୟୀ ଅପରାହ୍ନ ୩ଟାରେ ମ୍ୟାଚ୍…

କର୍ଣ୍ଣାଟକ ସଙ୍କଟ : ଇସ୍ତଫା ଦେଇପାରନ୍ତି କୁମାରସ୍ୱାମୀ, ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ଗତସପ୍ତାହ ୧୦ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ସେଠାରେ ରାଜନୈତିକ ସଙ୍କଟ ପ୍ରତିଦିନ ଜଟିଳ ହେବାରେ ଲାଗିଛି । ବିଧାନସଭାର ୧୦ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବାରେ ଅଯଥା ବିଳମ୍ବ କରିବାନେଇ ତାଙ୍କ ବିରୋଧରେ…

ସାମ୍ବାଦିକଙ୍କୁ ଏକାଠି କଲା ପ୍ରଥମ ‘ଓଡ଼ିଶା ମିଡ଼ିଆ କନକ୍ଲେଭ୍’

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ‘ଓଡ଼ିଶା ମିଡ଼ିଆ କନକ୍ଲେଭ୍ ୨୦୧୯’ ଅବସରରେ ଆଜି ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ ରାଜ୍ୟର ଗଣମାଧ୍ୟମଗୁଡ଼ିକର ଚର୍ଚ୍ଚିତ ଚେହେରା। ମଞ୍ଚ ଉପରେ ଓ ମଞ୍ଚ ତଳେ ଜଣାଶୁଣା ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି,…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୧-୦୭-୨୦୧୯ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୧ ରିଖ ଗୁରୁବାର ମିଥୁନ ୨୭ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ତୁଳା ଓ କୁମ୍ଭ ରାଶିର…

ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ବିଶ୍ୱକପରୁ ବିଦାୟ ନେଲା ଭାରତ…

ଲଣ୍ଡନ: ବିଶ୍ୱକପ୍ ସେମିଫାଇନାଲରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ବର୍ଷାବାଧକ ମ୍ୟାଚ ଭାରତ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ୍ ଖେଳରୁ ବଞ୍ଚିତ ହୋଇଛି । ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଇଂଲଣ୍ଡ-ଅଷ୍ଟ୍ରେଲିଆ ହେବାକୁ ଥିବା…

ବାପା

ବାପା ରାଜେନ୍ଦ୍ର ଗିରି  ବାପା ! ବେଳେ ବେଳେ ଇଚ୍ଛା ହୁଏ ହାତ ବୁଲେଇ ପରଖିବାକୁ ଅୟୁତ ଓଜନକୁ ଆୟତ କରୁଥିବା ତୁମର ସେଇ ଟାଣ ଛାତିକୁ । ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ କେମିତି ଲୁଚେଇ ରଖ ଯେ! ବୁଢ଼ୀ ଅସୁରୁଣୀର ଖୋଳପା ପରି, ଏକ ପ୍ରବୀଣ ଅଭିନେତା ପରି ତୁମେ-ବି ବେଳେବେଳେ…

କୁଷ୍ଠ ନିରାକରଣର ନୂଆ ଔଷଧ ଉଦ୍ଭାବନ କରି ସମ୍ମାନିତ ହେଲେ ‘ସୋଆ’ ଗବେଷକ

ଭୁବନେଶ୍ୱର : କୁଷ୍ଠ ରୋଗ ନିରାକରଣ ଔଷଧକୁ ପରିବର୍ତ୍ତନ ନିମନ୍ତେ ବ୍ୟବହୃତ ‘ଡାପସୋନ୍’କୁ ରୂପାନ୍ତରିତ କରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବାୟୋଟେକ୍ନୋଲୋଜି ବିଭାଗର ପିଏଚଡି ରିସର୍ଚ୍ଚ ସ୍କଲାର୍ ଶଶାଙ୍କ ଶେଖର ସ୍ୱାଇଁଙ୍କୁ ୨୦୧୯…

ବାହୁଡାଯାତ୍ରା ଲାଗି ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବାହୁଡା ଯାତ୍ରା ଆଗାମୀ ୧୨ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି । ମାଉସୀମା ଘରକୁ ବୁଲି ଯାଇଥିବା ଚତୁର୍ଦ୍ଧା ମୂରତି ଏବେ ଫେରିବେ ବଡ ଦେଉଳକୁ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଗଣମାଧ୍ୟମକୁ…

ବସଙ୍କ ଡ୍ୟାଡି

ବସଙ୍କ ଡ୍ୟାଡି   ଅରବିନ୍ଦ ଦାସ କମ୍ପାନୀର ନୂଆ ବସ୍, ଅଫିସରେ ଜଏନ କଲାଦିନ ଡେପୁଟି ମ୍ୟାନେଜର ମହେଶ ଜାଣିଲା ଯେ ବସ୍ ନିଜ ବାପାଙ୍କୁ ବି ସାଙ୍ଗରେ ଆଣି ଗେଷ୍ଟ ହାଉସରେ ରଖିଛନ୍ତି। - ଜିନିଷ ପତ୍ର ସହ ମିସେସ୍ ପଛରେ ଆସିବ। ଶୀଘ୍ର ଜଏନ  କରିବା ପାଇଁ ମ୍ୟାନେଜମେଣ୍ଟ ବାଧ୍ୟ କରିବାରୁ…

ରେଳ ବଜେଟରେ ଓଡିଶାକୁ ଏଥର ସର୍ବାଧିକ ଅନୁଦାନ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି । ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି…