ବାପା ଆକଟ କରିବାରୁ ନାବାଳକ ପୁଅର ଆତ୍ମହତ୍ୟା
କେନ୍ଦୁଝର: ବାପାଙ୍କ ଆକଟ ସହିନପାରି କେନ୍ଦୁଝର ଜିଲ୍ଲାରେ ଜଣେ ନାବାଳକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କମରଜୋଡା ଅଞ୍ଚଳରେ ୧୩ ବର୍ଷର ବାଳକ ଜଣକ ମୋବାଇଲ ଫୋନରେ ଅନଲାଇନ୍ କ୍ଲାସ୍ କରିବା ବଦଳରେ ଅନଲାଇନରେ ଗେମ୍ ଖେଳୁଥିବାରୁ ତା’ର ବାପା ତାକୁ…