ବର୍ଷିଆନ ଶ୍ରମିକ ନେତା ବିଦ୍ୟାଧର ବାରିକଙ୍କ ରାଜ୍ୟସ୍ତରୀୟ ୨ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଭୁବନେଶ୍ୱର :ଭୁବନେଶ୍ୱର ସ୍ଥିତ ହିନ୍ଦ ମଜ଼ଦୂର ସଭା ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ପକ୍ଷରୁ ବର୍ଷିଆନ ଶ୍ରମିକ ନେତା, ସୁସାହିତ୍ୟିକ, ବାଗ୍ମୀ ବିଦ୍ୟାଧର ବାରିକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ହିବଡ଼ ମଜ଼ଦୂର…