ଆଇପିଏଲର ୫୦୦୦ ରନ କ୍ଲବରେ ହିଟମ୍ୟାନ ରୋହିତ
ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗରେ ହିଟମ୍ୟାନ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୫୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଆଇପିଏଲର ୧୩ତମ ସଂସ୍କରଣର କିଙ୍ଗ୍ସ ଇଲେଭନ ପଞ୍ଜାବ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ…