Latest Odisha News

BREAKING NEWS

ବଡ ପରଦାକୁ ଆସିବ ଶକ୍ତିମାନ !

ମୁମ୍ବାଇ: ଛୋଟପିଲାଙ୍କ ପ୍ରିୟ ସୁପରହୀରୋ ଶକ୍ତିମାନ ଏବେ ବଡ ପରଦାକୁ ଆସିବ । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ସିରିୟଲ ସାରା ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ମଧ୍ୟ ଏହାର ଚାହିଦା ଥିବା ପ୍ରଯୋଜକ ଏହାକୁ ଫିଲ୍ମ ରୂପ ଦେବାପାଇଁ ଯୋଜନା କରିଛନ୍ତି । ଆଭେଞ୍ଜର ସିରିଜ…

ଗଞ୍ଜାମରେ କଣ୍ଢେଇ ନାଚ ମାଧ୍ୟମରେ କୋଭିଡ ସତର୍କ ବାର୍ତ୍ତା

ଗଞ୍ଜାମ: ନୃତ୍ୟ ଏବଂ ସଙ୍ଗୀତର ମାଧୁର୍ଯ୍ୟତା ଅନେକ ରହିଛି । ଏହାର ପ୍ରଭାବ ଲୋକ ମାନଙ୍କ ଉପରେ ଅନେକ ମାତ୍ରାରେ ପଡିଥାଏ । ସେପ୍ଟେମ୍ବର ୨୪ ରୁ -ଅକ୍ଟୋବର ୧ ଯାଏଁ ଗଞ୍ଜାମରେ କୋଭିଡ ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ତାହାର ଶେଷ ଦିନ। ତେବେ କୋଭିଡ ସପ୍ତାହର ଶେଷ ଦିନରେ ଗଞ୍ଜାମ ଜିଲ୍ଲାର…

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ…

ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ୩୦୨ ଧାରା ଯୋଡିବ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ଆଇପିସି ଧାରା ୩୦୨ ଯୋଡିବା ପାଇଁ ବିଚାର କରୁଛି । ଏମ୍ସ ଟିମ୍ ସେମାନଙ୍କ ଯାଂଚ ରିପୋର୍ଟ ଦାଖଲ କରିବା ପରେ ଏହି କେସ୍ ଏବେ ଭିନ୍ନ ମୋଡ ନେଇଛି ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ସିଦ୍ଧାର୍ଥ ପିଠାନୀ ଓ ନୀରଜ ସରକାରୀ ସାକ୍ଷ୍ୟ ହେବାର…

ଭୁବନେଶ୍ୱରରେ ୨୨ ହଜାର ଟପିଲା କରୋନା ସଂକ୍ରମଣ; ଆଜି ୩୪୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଲିକ ହେଲା ଟୟୋଟା କ୍ରିଷ୍ଟାର ଫଟୋ

ବେଙ୍ଗାଲୁରୁ: ଇଣ୍ଡିଆର ସବୁଠାରୁ ଲୋକପ୍ରିୟ MPV ଟୟୋଟା ଇନୋଭା କ୍ରିଷ୍ଟା ଏକ ମେକ୍ ଇନ୍ ପାଇବାକୁ ଯାଉଛି | ୨୦୧୬ରେ ଏହାକୁ ଲଞ୍ଚ କରାଯାଇଥିଲା, ଇନୋଭା ର ପ୍ରିମିୟମ୍ ସଂସ୍କରଣ ନୂତନ ଏଲଇଡି ହେଡଲ୍ୟାମ୍ପ, ସଂଶୋଧିତ ଗ୍ରୀଲ୍ ଏବଂ ବମ୍ପର, ତାଜା ଆଲୋୟ ଚକ ଡିଜାଇନ୍ ଏବଂ ନୂତନ ପଛ କମ୍ବିନେସନ୍…

ଚର୍ଚ୍ଚାରେ ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଓ ବାନ୍ଧବୀଙ୍କ ଫଟୋ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ୫ ଭାରତୀୟ କ୍ରିକେଟର୍‌ଙ୍କ ପତ୍ନୀ ଏବଂ ବାନ୍ଧବୀଙ୍କ ଫଟୋ ଏବଂ ଭିଡିଓ। ଚହଲ ଓ ଧନଶ୍ରୀ ସ୍ପିନର୍ ୟୁଜ୍‌ବେନ୍ଦ୍ର ଚହଲ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୮ ରନ୍ ବିନିମୟରେ ୩ ୱିକେଟ୍ ନେବା ପରେ ଚହଲ୍…

ଅନୁରାଗ କାଶ୍ୟପ ମାମଲା: ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଗୁରୁବାର ଦିନ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିନେତ୍ରୀଙ୍କୁ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ…

ବଢ଼ିଲା +୩ ଆବେଦନ ତାରିଖ; ସବିଶେଷ ତଥ୍ୟ ପାଇଁ ପଢନ୍ତୁ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଗୁରୁବାର ଦିନ ଓଡିଶାର ବିଭିନ୍ନ କଲେଜରେ +୩ ଆଡମିଶନ ପାଇଁ ଆବେଦନର ତାରିଖକୁ ବୃଦ୍ଧି କରିଛନ୍ତି । ସୋମବାର, ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଥିଲା । ପୂର୍ବ ବର୍ଷ ପରି ଭୁବନେଶ୍ୱରର ବିଜେବି (ସ୍ୱୟଂଶାସିତ) କଲେଜ…

ଓଜେଇଇ ୨୦୨୦: ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏନେଇ ଓଜେଇଇ ପକ୍ଷରୁ ଗୁରୁବାର ଦିନ ପରୀକ୍ଷା ସୂଚୀ ଜାରି କରାଯାଇଛି । ତଦନୁଯାୟୀ ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ…