Latest Odisha News

BREAKING NEWS

ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତିଙ୍କ କ୍ୟାନ୍ସରରେ ମୃତ୍ୟୁ

ନୂଆଦିଲ୍ଲୀ: ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଟିମୋଥି ରେ ବ୍ରାଉନ୍‌ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ବ୍ରାଉନ୍ ଙ୍କୁ ୫୪ ବର୍ଷ ‌ବୟସ ହୋଇଥିଲା। ତାଙ୍କୁ ‘ବର୍ଲିନ୍ ପେସେଣ୍ଟ’ ମଧ୍ୟ କୁହାଯାଉଥିଲା। ଏ ନେଇ ବ୍ରାଉନ୍ ଙ୍କ ସାଥୀ…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ; କେବଳ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ହେଲେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏବେ କେବଳ ନେଚର କ୍ୟାମ୍ପରେ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।…

୧ ଟଙ୍କା ଜରିମାନା: ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ସେ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । କୋର୍ଟର ଅବମାନନା ଯୋଗୁ ତାଙ୍କୁ ଦୋଷୀ କରାଯାଇଥିଲା। ଯାହା ପରେ ତାଙ୍କ ଉପରେ ଏକ ଟଙ୍କା ଜରିମାନା…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…

ଏଣିକି ବସ୍ ରେ କରିପାରିବେ ଋଷିକେଶରୁ ଲଣ୍ଡନ ଯାତ୍ରା

ନୂଆଦିଲ୍ଲୀ: ଏଣିକି ଯାତ୍ରୀମାନେ ବସ୍‌ରେ ଋଷିକେଶରୁ ଲଣ୍ଡନ ଯାତ୍ରା କରିପାରିବେ। ୨୦୨୧ ଜୁନ୍ ମାସରୁ ଏକ ବସ୍ ଋଷିକେଶରୁ ଲଣ୍ଡନ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ୨୦ଟି ଦେଶ ଦେଇ ଯିବ ଏହି ବସ୍। ଏଥିରେ ଯାତ୍ରୀଙ୍କୁ ଜଣଙ୍କ ପିଛା ଭଡା ବାବଦକୁ ୧୪ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହି ବସ୍…

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡଢ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଲୋକ ପ୍ରତିନିଧିଙ୍କୁ ପରିବାର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଗଙ୍ଗଲା…

ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ହାଇଡ୍ରାମା । ବିଧାନସଭା ଆଗରେ ପିଏମଜି ଛକରେ ରାସ୍ତା ଉପରେ ମହିଳାଙ୍କ ବେକରେ ଛୁରୀ ଲଗାଇଲେ ଯୁବକ । ଧମକ ବି ଦେଲେ । ବ୍ୟସ୍ତବହୁଳ ରାସ୍ତା ଉପରେ ଯୁବକ ଜଣଙ୍କ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ବି ନେଉଥିଲେ । ବେଶ କିଛି ସମୟ ରାସ୍ତା…

୭ ମାସ ପରେ ଶୁଟିଂ ସେଟକୁ ଫେରିଲେ କୁଇନ କଙ୍ଗନା

ମୁମ୍ବାଇ: ଦୀର୍ଘ ଦିନ ପରେ କୁଇନ କଙ୍ଗନା ରାନାୱତ ଶୁଟିଂ ସେଟକୁ ଫେରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନା ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୋର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଥାଲାଇଭିର ଶୁଟିଂରେ ଯୋଗ ଦେବାକୁ ଯାଉଛି ବୋଲି କହିଛନ୍ତି । ଏହି ଅବସରରେ ସେ କେତେକ ଫଟୋ ଶେୟାର…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…

ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଲା କରୋନା କେସ୍, ଜାଣନ୍ତୁ ଆଜି କେତେ ପଜିଟିଭ୍ ?

ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୧୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧ଶହ ୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୯୭ । ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୭୧, ପୁରୀରୁ…