Latest Odisha News

BREAKING NEWS

ଆଇପିଏଲ୍ ମହାସମର: ବିଜୟ ସହ ଆଇପିଏଲରେ ଖାତା ଖୋଲିଲା ହାଇଦ୍ରାବାଦ

ଆବୁଧାବି: ଆଇପିଏଲରେ ଆଜି ଖେଳାଯାଇଥିବା ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବିଜୟ ସହ ଆଇପିଏଲରେ ନିଜ ଖାତା ଖଲିଛି ହାଇଦ୍ରାବାଦ ଦଳ । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା । ଦିଲ୍ଲୀ…

ସାଉଦି ଆରବରୁ ଜାପାନ ପଠାଗଲା ବ୍ଳୁ ଆମୋନିଆ, ଆସନ୍ତୁ ଜାଣିବା ଏହାର ଉପକାରୀତା ବିଷୟରେ

ଟୋକିଓ: ବ୍ଳୁ ଆମୋନିଆର ଆନ୍ତର୍ଜାତୀୟ କାରୋବାର ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ସାଉଦି ଆରବରୁ ଏହା ପ୍ରଥମ ପର୍ଯ୍ୟାୟରେ ଜାପାନକୁ ପଠାଯିବ । ଆସନ୍ତୁ ଜାଣିବା ଏହି ବ୍ଳୁ ଆମୋନିଆର ବ୍ୟବହାର ସମ୍ପର୍କରେ । ବିଶ୍ୱରେ କାର୍ବନ ଡାଇଅକ୍ସାଇଡର ମାତ୍ରାକୁ ଏହା କମାଇ ପାରିବ । ବିନା ପ୍ରଦୂଷଣରେ…

ରାଜ୍ୟରୁ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୫୭, କଟକରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୨୬ ଜଣ, ଅନୁଗୁଳରୁ ୨୧୭ ଜଣ,…

ଟାଟା ଓ ୱାଲ୍‌ମାର୍ଟର ମିଳିତ ଉଦ୍ୟମରେ ଲଞ୍ଚ ହେବ ସୁପର୍ ଆପ୍‌: ୨୫ ବିଲିୟନ୍ ଡଲାର ବିନିଯୋଗ ପାଇଁ ଚାଲିଛି ଆଲୋଚନା

ଭୁବନେଶ୍ୱର : ଖୁଚୁରା ବ୍ୟବସାୟରେ ଇ କମର୍ସ କ୍ଷେତ୍ରକୁ ଓହ୍ଲାଇବ ଟାଟା ଗ୍ରୁପ୍ । ଡିଜିଟାଲ୍ ପ୍ଲାଟ୍‌ଫର୍ମର ବିକାଶ ପାଇଁ ଦେଶରେ ଖୁଚୁରା ବ୍ୟବସାୟରେ ଜିଓମାର୍ଟ, ଆମାଜନ ଏବଂ ଫ୍ଲିପ୍‌କାର୍ଟ ଭଳି ପ୍ରତିଯୋଗୀମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏକ ସୁପର୍ ଆପ୍ ଲଞ୍ଚ କରିବାକୁ…

ଆର୍ମେନିଆ-ଆଜରବୈଜାନ ମଧ୍ୟରେ ସଂଘର୍ଷ, ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ

ଲଣ୍ଡନ: ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବା ସତ୍ୱେ ତୁର୍କୀ ଓ ରୁଷିଆ ଏହାକୁ ରୋକିବା ବଦଳରେ ଅଶାନ୍ତି ବଢ଼ାଇବାରେ ଲାଗିଛନ୍ତି । ଆଜରବୈଜାନକୁ ତୁର୍କୀ…

ରାସ୍ତାକଡରେ ଜଗିଛି ମୃତ୍ୟୁ !  

ଯାଜପୁର: ରାସ୍ତା କଡ ଓ ଛକ ବଜାରରେ ଜଗି ରହିଛି ମୃତ୍ୟୁ । ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଛି ବିପଦ ଆଶଙ୍କା । ଡେଥ୍ ପଏଂଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର୍ । ଆମେ କହୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ଦୃଶ୍ୟ । ବିପଦସଙ୍କୁଳ…

ହ୍ରାସ ପାଇପାରେ ସ୍କୁଲ ଫି୍‌

କଟକ: ଓଡିଶା ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସମ୍ପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ମିଳିତ କମିଟି ରିପୋର୍ଟ ଦାଖଲ କରାଯାଇଛି । ସୂଚନାନୁଯାୟୀ ୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରାଯାଇଥିବା ଜଣାପଡିଛି । ଏପରିକି ରେସିଡେନସିଆଲ୍ ସ୍କୁଲ ଫି ୩୦% କମିବାର ସମ୍ଭାବନା ରହିଛି ।…

ଅଧଘଣ୍ଟା ପାଇଁ ପ୍ରସାରିତ ହେବ ବିଗ୍ ବସ୍-୧୪ !

ନୂଆଦିଲ୍ଲୀ: ‘ବିଗ୍ ବସ୍-୧୪’ କେବଳ ଅଧ ଘଣ୍ଟା ପାଇଁ ପ୍ରସାରିତ ହେବ । ତେବେ ଏହା କେତେ ସତ କେତେ ମିଛ ଆସନ୍ତୁ ଜାଣିବା । ମାତ୍ର ଅଧଘଣ୍ଟା ପାଇଁ ଲୋକପ୍ରିୟ ରିୟାଲିଟି ସୋ ବିଗ୍ ବସ୍-୧୪ ପ୍ରସାରିତ ହେବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଏହି ସୋ' ର ଦର୍ଶକ ତଥା ପ୍ରଶଂସକଙ୍କ ପାଇଁ ଆମେ ଜଣାଇ…

ହାଥରସ ଗଣଦୁଷ୍କର୍ମ ନେଇ ପ୍ରତିକ୍ରିୟା ବ୍ୟକ୍ତ କଲେ ବଲିଉଡ ଅଭିନେତା, ଦୋଷୀକୁ ଫାଶୀ ଦଣ୍ଡ ମିଳୁ

ଲକ୍ଷ୍ନୌ: ହାଥରସ ଗଣଦୁର୍ଷର୍ମ ଘଟଣା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ୧୪ ସେପ୍ଟେମ୍ବରରେ କେତେକ ନୃଶଂସ ଓ କାମୁକ ବ୍ୟକ୍ତି ଏକ ନିରୀହ ଝିଅକୁ ଗଣଦୁଷ୍ମର୍ମ କରିଥିଲେ । ୧୫ ଦିନ ପର୍ଯ୍ୟନ୍ତ ଜୀବନ ସହ ସଂଘର୍ଷ କରିବା ପରେ ଏହି ଝିଅ ମୃତ୍ୟୁବରଣ କରିଛି । ଯାହାକୁ ନେଇ ବଲିଉଡ ଅଭିନେତା ଅକ୍ଷୟ…

ଭୁବନେଶ୍ୱରରୁ ୩୨୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୫୬ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…