Latest Odisha News

BREAKING NEWS

IPL ସୁପର ଓଭରରେ ୨ଟି ମ୍ୟାଚ୍ ଜିତିଛି ବେଙ୍ଗାଳୁରୁ

ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ । ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)୨୦୧୩ IPL ସୁପର ଓଭର ମ୍ୟାଚ୍…

ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ…

ଉତ୍ତରାଖଣ୍ଡରେ ଆରମ୍ଭ ହେଲା ‘ନମାମୀ ଗଙ୍ଗେ’ ମିଶନ

ନୂଆଦିଲ୍ଲୀ: ବିହାର ପରେ ଏବେ ଉତ୍ତରାଖଣ୍ଡବାସୀଙ୍କୁ ମିଳିଲା ବଡ ଭେଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନମାମୀ ଗଙ୍ଗେ ମିଶନର ଲୋକାର୍ପଣ କରିଛନ୍ତି । ଏହା ସହ ସେ ୬ଟି ମେଗା ପ୍ରୋଜେକ୍ଟ ମଧ୍ୟ ଲୋକାର୍ପଣ କରିଛନ୍ତି। ପିଏମ ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦଘାଟନ…

କୋର୍ଟରେ ଏନସିବିର ସତ୍ୟପାଠ: ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ

ମୁମ୍ବାଇ: ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ ଅଡୁଆରେ ପଡିଛନ୍ତି । ମଙ୍ଗଳବାର ଏନସିବି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ ଥିବା ସ୍ପଷ୍ଟ କରିଛି । ଏନସିବି ଜେନାଲ ଡାଇରେକ୍ଟର ସମୀର ୱାନଖେଡ ଦାଖଲ କରିଥିବା ଜବାବରେ ଉଲ୍ଲେଖ…

ଏଲ୍‌ଏସିରେ ଏବେ ନା ଅଛି ଯୁଦ୍ଧ ପରିସ୍ଥିତି ନା ଶାନ୍ତି: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଉତ୍ତର ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ପୂର୍ଣ୍ଣ ଏହାରି ଭିତରେ ପାକିସ୍ତାନ ପକ୍ଷରୁ ମଧ୍ୟ କ୍ରମାଗତ ଅନୁପ୍ରବେଶ ପ୍ରୟାସ ଲାଗି ରହିଛି। ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର କେ ଏସ ଭଦୋରିଆ କହିଛନ୍ତି ଉତ୍ତର ସୀମାରେ…

କୋଭିଡ ପଜିଟିଭ ଚିହ୍ନଟ ହେଲେ ସସ୍ମିତ ପାତ୍ର 

ଭୁବନେଶ୍ୱର: ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସସ୍ମିତ ଟ୍ୱିଟ କରି ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମୁଁ ହୋମ ଆଇସୋଲେସନ ରେ ରହିଛି"। କିଛି ଦିନ ମଧ୍ୟରେ ମୋ…

ସରକାର ଶୁଣିଲେଣି, ଘର ତିଆରି କରିଦେବେ ସୋନୁ ସୁଦ

ଉତ୍ତରପ୍ରଦେଶ: କରୋନା କାଳରେ ପ୍ରବାସୀଙ୍କ ସାହାରା ପାଲଟିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଯୋଗୁ ହଜାର ହଜାର ପ୍ରବାସୀ ସୁରକ୍ଷିତ ଭାବରେ ଘରକୁ ଫେରିଥିଲେ । ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ସୋନୁ ସୁଦ । ଏବେ ଉତ୍ତରପ୍ରଦେଶରେ ଜଣେ ଗରିବ ଚାଷୀଙ୍କ ପାଇଁ ଘର ନିର୍ମାଣ କରିବାକୁ ଘୋଷଣା…

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଝାମ୍ପି ନେଲେ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ଗ୍ରାହକ ହୋଇ ଆସି ଦୋକାନୀଙ୍କଠୁ ଲୁଟି ନେଲେ ସୁନା ଚେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ…

AIIMSର ନୂଆ ଖୁଲାସା, ସୁଶାନ୍ତଙ୍କୁ ଦିଆ ଯାଇନଥିଲା ବିଷ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଛି ନୂଆ ଖୁଲାସା । ସିବିଆଇ ସାମ୍ନାରେ ନୂଆ ତଥ୍ୟ ରଖିଛି ଏମ୍ସ । ଏମ୍ସର ସ୍ୱତନ୍ତ୍ର ଟିମ ସୁଶାନ୍ତ ମୃତ୍ୟୁର ବିଭିନ୍ନ ଦିଗ ଉପରେ ଯାଂଚ କରି ସିବିଆକୁ ରିପୋର୍ଟ ଦେଇଛି । ସୁଶାନ୍ତଙ୍କୁ ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ…

କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଲା କଟକ, ୨୦ ହଜାର ଡେଇଁଲା ପଜିଟିଭ୍ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା କଟକ । ଗଞ୍ଜାମକୁ ପଛକୁ ଠେଲି ଦୁଇ ନମ୍ବରକୁ ଉଠିଛି । ଆଜି କଟକ ଜିଲ୍ଲାରେ ୨୦ ହଜାର ପାର କରିଛି ପଜିଟିଭ୍ କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୦ ଆକ୍ରାନ୍ତ । କଟକରେ ୨୦ ହଜାର ସଂକ୍ରମିତ କଟକ…