Latest Odisha News

କେମିତି ନେବେ ବର୍ଷା ଦିନେ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର: ଖରାଦିନର ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନରେ ଆସ୍ୱସ୍ତି ଅନୁଭୁତ ହୋଇଥାଏ । ତାସହ ବର୍ଷାଦିନିଆ ସଂକ୍ରାମକ ରୋଗ ପାଇଁ ଏହା ଅଧିକ ଚନ୍ତାରେ ପକାଇଥାଏ । ବର୍ଷାଦିନେ ପେଟ ସମସ୍ୟା, ପାଚନ ଆଦି ଭଳିି ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ମୌସୁମୀର ମଜା ନେବା ଆଗରୁ ଏହା…

ପୋଲିସ ସୁରକ୍ଷା ଲୋଡିଲେ ଓଡିଶା ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଖଣି ଓ ମାଇନ୍ସ ବିଭାଗର ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରୀ ଶୁକ୍ରବାର ଦିନ ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି । ଏଥିସହିତ ଗୋଟିଏ ଦିନ ପୂର୍ବରୁ ପାଖାପାଖି ୨ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିବା ନେଇ…

ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ପୂରଣ କରିପାରିବେ ମାଲିଙ୍ଗା !

ଲଣ୍ଡନ: ବିଶ୍ୱକପରେ ତିଷ୍ଠି ରହିବା ଏବଂ ସେମିଫାଇନାଲ୍ ଆଶା ଉଜ୍ଜିବୀତ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଜିତିବାକୁ ପଡ଼ିବ । ବିଶ୍ୱକପ ସେମିଫାଇନାଲରୁ ବାଦ୍ ପଡ଼ି ସାରିଥିବା ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ୍ ଯିବା ଆଶା ରଖିଛି ଶ୍ରୀଲଙ୍କା ।…

ଜୁଲାଇ ୧ରେ ପ୍ରକାଶ ପାଇବ ଏମବିବିଏସ୍ ଓ ବିଡିଏସ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର : ରାଜ୍ୟରେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମେରିଟ୍ ଲିଷ୍ଟ୍ ଜୁଲାଇ ୧ ତାରିଖରେ ପ୍ରକାଶ ପାଇବ । ଚଳିତ ବର୍ଷ ଓଡିଶାର ଅନେକ ମେଡିକାଲ କଲେଜରେ ପାଖାପାଖି ୧୨୫୦ ସିଟ୍ ଏବଂ ୨ଟି ବିଡିଏସ୍ କଲେଜରେ ୧୫୦ଟି ସିଟ୍ ଲାଗି ନାମଲେଖା ହେବ । ଚଳିତ ବର୍ଷ ଏମବିବିଏସ୍ ଓ ବିଡିଏସ୍…

ବଡଗାମରେ ସେନା ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର କରାଲପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।…

ବାରିପଦାରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ମୃତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନଂ ଜାତୀୟ ରାଜପଥ ନିକଟ ଆଗରିଆ ଛକ ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ୧୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଡ୍ରାଇଭର ଓ…

ତୃଷାର୍ତ୍ତରେ ମାଣିକଠୁ ଦହି ପିଇଲେ ଜଗା-ବଳିଆ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପୂର୍ବ ଲୀଳା ଅବର୍ଣ୍ଣନୀୟ ତଥା ଅନୀର୍ବଚନ । ଭକ୍ତଜନଙ୍କ ହୃଦୟରେ ସଦା ସର୍ବଦା ବିରାଜ କରୁଥିବା ସେହି ଲୀଳାମୟଙ୍କ ଅପାର କରୁଣାରୁ ଅଗଣିତ ଶ୍ରଦ୍ଦାଳୁ ତାଙ୍କର ଦିବ୍ୟ ଅନୁଭୂତି ପାଇପାରିଛନ୍ତି । ଶ୍ରୀକ୍ଷେତ୍ରରେ ବିରାଜିତ ସେହି ପ୍ରେମମୟ ଦାରୁବ୍ରହ୍ମଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୮-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୨୮ ରିଖ ଶୁକ୍ରବାର ମିଥୁନ ୧୪ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଅଶ୍ବିନୀ ନକ୍ଷତ୍ର ଦିନ ଘ ୧୦-୨୪ ମିନିଟ୍ ପର୍ଯ୍ୟନ୍ତ ଏହା…

ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ମାଞ୍ଚେଷ୍ଟର୍: ଭାରତୀୟ ବୋଲିଂ ସେନସେସନ୍ ମହମ୍ମଦ ସାମିଙ୍କ କ୍ରମାଗତ ଶାଣିତ ବୋଲିଂ ଭାରତକୁ ପୁଣି ଏକ ଚମତ୍କାର ବିଜୟ ଆଣିଦେଇଛି । ଭାରତ ଗୁରୁବାର ଦିନ ମାଞ୍ଚେଷ୍ଟରରେ ଅନୁଷ୍ଠିତ ବିଶ୍ୱକପ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୧୨୫ ରନରେ ପରାସ୍ତ କରିଛି । ଭାରତୀୟ ବୋଲରଙ୍କ ତୀକ୍ଷଣ ବୋଲିଂ ଆଗରେ…

କିଂବଦନ୍ତିର କଂଠ

କିଂବଦନ୍ତିର କଂଠ ମନୋଜ ଦାସ ବାପାଙ୍କ ଜେଠାପୁଅ ଭାଇ ବାବାଜି ହୋଇଯାଇଥିଲେ । ଏହି ବଡ଼ବାପା ଶ୍ରୀଧର ବାବାଜିଙ୍କର ତପୋବନ ଭଳି ଉଦ୍ୟାନ ପରିବେଷ୍ଟିତ, ସର୍ବଦା ପରିଚ୍ଛନ୍ନ ମାଟି ଘର ଭିତରେ ରାଧାକୃଷ୍ଣ ବିଗ୍ରହଙ୍କ ଅଦୂରରେ ବସି ଜୀବନରେ ପ୍ରଥମେ ପୁରୀ, ବାରାଣସୀ, ହରିଦ୍ୱାର, ମଥୁରା,…