Latest Odisha News

BREAKING NEWS

Browsing Tag

accident

ଗାଡି ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ଦାନପଶି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଘଟଘଟିଆ ଗାଁର ମୋହନ ନାୟକ । ମୋହନ ନିଜ ବାଇକ ଯୋଗେ କାମାକ୍ଷାନଗର ଯାଉଥିବା ବେଳେ…

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା…

ରସୁଲଗଡ଼ ଫ୍ଲାଏ ଓଭରରେ ବାଇକ ଦୁର୍ଘଟଣା, ଦମ୍ପତି ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ସଡ଼କ ଦୁର୍ଘଟଣା। ରସୁଲଗଡ଼ ଫ୍ଲାଏ ଓଭରରୁ ଛିଟିକି ପଡିଲେ ଦମ୍ପତି। ବୁଧବାର ବିଳମ୍ବିତ ରାତିରେ ବାଇକ ଯୋଗେ ଭୁବନେଶ୍ୱରୁ କଟକ ଯିବା ସମୟରେ ଏକ କାର ପଛପଟୁ ଧକ୍କା ମାରିଥିଲା। ଫଳରେ ବ୍ରିଜ ଉପରୁ ଖସିପଡିଲେ ଦମ୍ପତି। ଏହି ଦୁର୍ଘଟଣାରେ ଉଭୟ ସ୍ୱାମୀ-ସ୍ତ୍ରୀ…

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ…

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର…

ଟ୍ରକ୍-ଅଟୋ ଧକ୍କା, ୭ ଜଣ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା: ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ…

ବୁଲିବାକୁ ଆସି ଫେରିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ କଲେଜ ଛାତ୍ର ମୃତ

ବ୍ରହ୍ମପୁର: ବୁଲିବାକୁ ଆସି ଫେରିବା ବେଳେ ଅଘଟଣ । କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଜଣେ କଲେଜ ଛାତ୍ରଙ୍କ ଜୀବନ । ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଅଗସ୍ତି ନୂଆଗାଁ ଛକ…

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ…

ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକୁ ଯିବାବେଳେ ଦୁର୍ଘଟଣା, ୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ । ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବୁଡ଼ାଗୁଡ଼ା…

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲାଙ୍କୁ ଝାରସୁଗୁଡ଼ା ଆରପିଏଫ ଯବାନ ରାଜେଶ କୁମାର ଯାଦବ ତତ୍ କ୍ଷଣାତ ମହିଳାଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣା ପଡ଼ିଛି। ବୁଧବାର ରାତି ୧ଟାରେ ପ୍ଲାଟଫର୍ମ-୨ରୁ ହାଓଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା…