Latest Odisha News

BREAKING NEWS

Browsing Tag

accident

[ଦେଖନ୍ତୁ ଭିଡିଓ] ଗାଡ଼ି ଧକ୍କାରେ ୩ମୃତ,୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀର-ସୋନପୁର ରାସ୍ତାର ବଡ଼ବାହାଲୀ ଛକ ନିକଟରେ  ସଡ଼କ ଦୁର୍ଘଟଣା । ୩ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି ।…

ବାଇକକୁ ପିଟିଲା ଟ୍ରକ୍, ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଉଦ୍ୟାନବନ୍ଧ କ୍ରୀଷ୍ଣା ଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ଓଡି ୦୨ ଡି ୩୭୬୯ ନମ୍ବର ବିଶିଷ୍ଟ ନୀଳ ରଙ୍ଗର ବାଇକରେ ୫ ଜଣ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ…

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ…

ବଡ଼ ଦୁର୍ଘଟଣା: ଯାତ୍ରୀବାହୀ ବସ ଓଲଟିବାରୁ ୮ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ତୁମକର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶନିବାର ପବଗଡା ଜିଲ୍ଲାରେ ଏକ ବସ୍ ଯାତ୍ରୀବାହୀ ବସ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଛାତ୍ର ମଧ୍ୟ ଅଛନ୍ତି। ତୁମକୁର ପୋଲିସ…

କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୭ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । କେସିଙ୍ଗାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଛନ୍ତି । କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏହି ସଡ଼କ…

ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଯୁବତୀ ମୃତ

କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ…

ପିକଅପ୍ ଭ୍ୟାନ୍ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ୫୭ ନମ୍ବର ଜାତୀୟ ରାଜପଥ ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୨ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ହେଲ ଶଗଡା ପଞ୍ଚାୟତ ଝଗଡୁ ଗାଡିଆ ଗ୍ରାମର ହୀର ବଗର୍ତ୍ତି…

ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଅଭାବନୀୟ ଘଟଣା । ବଡଝରା ନିକଟରେ ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ଟ୍ରକ । ଫଳରେ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର…

ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନିକଟ ବାଇପାସ୍ ରାସ୍ତାରେ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଚଉରିଆ ପଦର ଗାଁର ଶ୍ୟାମ ସୁନ୍ଦର ସାହୁ । ସୂଚନା ଅନୁସାରେ, ଦୁଇଜଣ ବାଇକରେ ନିଜ ଗାଁରୁ ବାହାରି ବାସୁଦେବପାଲି…