Latest Odisha News

BREAKING NEWS

Browsing Tag

accident

ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଯିବାବେଳେ ଓଲଟିଲା ଗାଡ଼ି, ଅଧାରେ ରହିଲା ଯାତ୍ରା ଦେଖା

ଉମରକୋଟ : ଅଧାରେ ରହିଲା ଶୀତଳ ଷଷ୍ଠୀ ଯାତ୍ରା ଦେଖା । ରାସ୍ତାରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି । ୧୨ରୁ ଉର୍ଦ୍ଧ୍ୱ ମହିଳା ଆହତ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର । ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଗତକାଲି  ବିଶ୍ୱମପୁରୀଆ ସାହିରୁ ଗାୟତ୍ରୀ ପରିବାର କିଛି ମହିଳା…

ବିଜେଡି ସାଂସଦଙ୍କ କାର୍ ଧକ୍କାରେ ଆଖି ବୁଜିଲେ ସ୍କୁଟି ଚାଳକ

ବଲାଙ୍ଗିର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡ଼ିଛି । ତେବେ…

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ ; ୨ ମୃତ, ୩ ଗୁରୁତର

ବୌଦ୍ଧ : ସକାଳୁ ସକାଳୁ ଅଘଟଣ । କମଳପୁର ଛକ ନିକଟରେ ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର । ଏବଂ ଆହତମାନେ ହେଲେ …

କାର୍‌ ସହ ଟ୍ରକ୍‌ ମୁହାଁମୁହିଁ, ୪ ଆହତ

ବାଲେଶ୍ୱର : ପୁରୀରୁ ଫେରିବା ବାଟରେ ଅଘଟଣ । ଟ୍ରକ୍‌ ସହ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ କିଛି ଗାଁର ଲୋକେ ପୁରୀରୁ ଫେରୁଥିଲେ । ଜଗନ୍ନାଥ…

ଗାଡ଼ି କିସ୍ତି ଦେବାକୁ ଯିବା ବାଟରେ ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ । ଦୁର୍ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀ ମୃତ । ମୃତକଦ୍ୱୟ ହେଲେ ଯାଜପୁର ଜିଲ୍ଲାର ଟାଟାମାଇନ୍ସ ଅଞ୍ଚଳ ମଲ୍ଲାର ସାହିର…

କୁକୁଡା ଦେଇ ଫେରିବା ବେଳେ ଦୁର୍ଘଟଣା ; ୨ ମୃତ, ୨ ଗୁରୁତର

ବାଲେଶ୍ୱର : ସକାଳୁ ସକାଳୁ ଦୁର୍ଘଟଣା ୨ ମୃତ, ୨ ଗୁରୁତର । ଅଜଣା ଗାଡ଼ି ସହ ଧକ୍କା ହେଲା ମିନିଟ୍ରକ୍‌ । ମୃତକ ୨ ଜଣ ହେଲେ ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର । ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଲେଜ ଛକ ନିକଟ ଜଗନ୍ନାଥ ଢ଼ାବା ନିକଟରେ ମର୍ମନ୍ତୁଦ ସଡ଼କ…

ଦଶାହ କ୍ରିୟା ସାରି ଫେରିବା ବେଳେ ଓଲଟିଲା ଟ୍ରାକ୍ଟର, ୩ ମୃତ ୭ରୁ ଉର୍ଦ୍ଧ୍ୱ ଗୁରୁତର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ବଡପୁଟ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ୩ ମୃତ ହୋଇଥିବା ବେଳେ ୭ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ପଡ଼ପଦର ଗାଁର ପ୍ରାୟ ୧୫ ଜଣ ଲୋକ ଏକ ଦଶାହ କ୍ରିୟା…

ବରମୁଣ୍ଡା ଓଭରବ୍ରିଜରେ ସିରିଜ ଦୁର୍ଘଟଣା, ୫ ଗୁରୁତର

ଭୁବନେଶ୍ୱର : ବରମୁଣ୍ଡା ଓଭର ବ୍ରିଜରେ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ସଫେଇ ଗାଡ଼ିକୁ ପଛପଟୁ ପିଟିଲା ଟ୍ରକ୍ । ପଛକୁ ପଛ ପିଟିହେଲେ କାର୍‌, ସ୍କୁଟର ଏବଂ ଟ୍ରକ୍‌ । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ପ୍ରଥମେ ସ୍କୁଟରକୁ ପଛରୁ ଧକ୍କା ଦେଲା କାର୍‌ । ସ୍କୁଟର…

ଟ୍ରକ୍‌ ପଛରୁ ପିଟିଲା ଟ୍ରକ୍‌, ୬ ଗୁରୁତର

ଭଦ୍ରକ : ସକାଳୁ ସକାଳୁ ଦୁର୍ଘଟଣା । ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ନେବାକୁ ଆସିଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ…

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚାପି ଦେଲା ଗାଡ଼ି, ୨ ଶିଶୁଙ୍କ ସହ ମହିଳା ମୃତ

ଅନୁଗୁଳ: ଅସ୍ତଗାମୀ ସୂର୍ଯ୍ୟର ଆଲୋକରେ ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ଛୁଆ । ହେଲେ କିଏ ଜାଣିଥିଲା ଅସ୍ତଗାମୀ ସୂର୍ଯ୍ୟ ସହ ସେମାନଙ୍କ ଜୀବନ ବି ଅସ୍ତ ହୋଇଯିବ । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ…