Latest Odisha News

BREAKING NEWS

Browsing Tag

Actor

ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଆମୀର ଖାନଙ୍କ ମା’ ଜୀନତ ହୁସେନ ଅସୁସ୍ଥ ଅଛନ୍ତି । ହୃଦଘାତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପାବଳି ପାଳନ ପାଇଁ ଆମୀର ଖାନ ତାଙ୍କ ମା’ଙ୍କ ନିକଟକୁ ଯାଇଥିଲେ। ସେଠାରେ ପୁରା…

କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷଙ୍କ ଉପରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି   ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ…

ଲିଭ୍ ଇନ୍‌ରେ ରହିବେ ଦୁଇ ପ୍ରେମ ପକ୍ଷୀ କିଆରା-ସିଦ୍ଧାର୍ଥ, ଖୋଜୁଛନ୍ତି ନୂଆ ଠିକଣା

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବି-ଟାଉନର ଚର୍ଚ୍ଚିତ ଯୋଡ଼ି କିଆରା ଏବଂ ସିଦ୍ଧାର୍ଥ । ଏକାଠୀ ରହିବେ ଦୁଇ ପ୍ରେମ ପକ୍ଷୀ । ଖୋଜୁଛନ୍ତି ନୂଆ ଠିକଣା । ଆର ବର୍ଷ ପତିପତ୍ନୀ ସାଜିଲେ ବି ଆଉ ଦୂରେଇ ରହିବାକୁ ପସନ୍ଦ କରୁ ନାହାନ୍ତି ଏହି ପ୍ରେମ ପକ୍ଷୀ । ତେବେ ଏହା…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

୮୦ ବର୍ଷରେ ପାଦ ଥାପିଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ଆଜି ହେଉଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ  । ୮୦ ବର୍ଷରେ ପାଦ  ଦେଇଛନ୍ତି ବିଗ୍‌ ବି ଅମିତାଭ  । ଗୋଟିଏ ନାଁ  କିନ୍ତୁ ସାଉଁଟିଛନ୍ତି ଅନେକ ଚରିତ୍ର ଓ ଅନେକ ପରିଚୟ । ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ…

ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ…

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ…

ଟେଲି ଅଭିନେତା ଗୌରବ ଦୀକ୍ଷିତ ଗିରଫ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଟେଲିଭିଜନ ଅଭିନେତା ଗୌରବ ଦୀକ୍ଷିତଙ୍କୁ ଗିରଫ କରିଛି। ତାଙ୍କ ବାସଭବନରେ ଚଢାଉ ସମୟରେ ଏମଡି ଏବଂ ଗଞ୍ଜେଇ ଉଦ୍ଧାର କରିବା ପରେ ତାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏନସିବି ଏହି ରିପୋର୍ଟକୁ ନିଶ୍ଚିତ କରି ଏକ ବିବୃତ୍ତି…

ପୁଣି ଥରେ ବାହା ହେଲେ ଅଭିନେତା ପ୍ରକାଶ ରାଜ!

ନୂଆଦିଲ୍ଲୀ: ପୁଣି ଥରେ ବାହା ହେଲେ ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ଅଗଷ୍ଟ ୨୪ ରେ ପତ୍ନୀ ପୋନି ବର୍ମାଙ୍କ ସହ ସେ ତାଙ୍କର ୧୧ତମ ବିବାହ ବାର୍ଷିକୀ ପାଳନ କରିଥିଲେ। ତେବେ ସେମାନଙ୍କ ପୁଅ ବେଦାନ୍ତ ତାଙ୍କ ପିତାମାତାଙ୍କୁ…

ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର କ୍ୟାନ୍‌ସର ପୀଡିତ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନ୍‌ସରରେ ପୀଡିତ। ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ମଞ୍ଜରେକରଙ୍କ ଅସ୍ତ୍ରୋପଚାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅସ୍ତ୍ରୋପଚାର…