Latest Odisha News

BREAKING NEWS

Browsing Tag

Actor

ଆରପାରିରେ ଅଭିନେତା ଆଶିଷ ରୟ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ତଥା ଟିଭି ଅଭିନେତା ଆଶିଷ ରୟଙ୍କର ଆଜି ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ଧରି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗତ ତିନି ବର୍ଷ ଧରି ତାଙ୍କ ଡାଏଲିସିସ୍ ମଧ୍ୟ…

ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲ‌େ। ହେଲେ ଚିକିତ୍ସାଧୀନ…

କୋଭିଡ୍ ନିୟମ ମାନି ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ୱର : ଓଲିଉଡର ହ୍ୟାଣ୍ଡସମ୍ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କ ଆଜି ଜନ୍ମଦିନ । ଆଜି ସେ ୩୯ ବର୍ଷରେ ପାଦ ଥାପିଛନ୍ତି । ପ୍ରତିବର୍ଷ ଆକାଶ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ସେ ସମ ଦୂରତା…

ସିଙ୍ଗର ଭାବେ ଡେବ୍ୟୁ କରିବେ ଟାଇଗର ସ୍ରଫ୍‌, ଆସନ୍ତା ୨୨ରେ ହେବ ଗୀତ ରିଲିଜ

ମୁମ୍ବାଇ: ସବୁ ବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତା ଟାଇଗର ସ୍ରଫ୍‌, ତେବେ ଏବେ ତାଙ୍କ ପ୍ରତିଭାର ଆଉ ଏକ ନୂଆ ଦିଗ ଦେଖିବାକୁ ମିଳିବ । ସେ ଡେବ୍ୟୁ କରିବେ ସିଙ୍ଗର ଭାବରେ । ଆସନ୍ତା ୨୨ ତାରିଖରେ ଏହି ଗୀତ ‘ଅନବିଲିଭେବୁଲ’ ରିଲିଜ ହେବ । ଆଜି ସେ ଏହାର ଟିଜର ସୋସିଆଲ…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…

କୋଭିଡ୍‌-୧୯: ଜାଣନ୍ତୁ କେଉଁ ଅଭିନେତ୍ରୀ ସାଜିଲେ ହସ୍ପିଟାଲ୍ ନର୍ସ ?

ମୁମ୍ବାଇ: ସାରା ଦେଶରେ କରୋନା ମହାମାରୀ । ଏତିକିବେଳେ ଦେଶ ପାଇଁ ଆଗେଇ ଆସିଛନ୍ତି ଶିଖା ମଲହୋତ୍ରା । ରିଲ୍ ନୁହେଁ ବରଂ ରିଏଲ୍ ଲାଇଫ୍‌ରେ ଅଭିନେତ୍ରୀରୁ ସାଜିଲେ ହସ୍ପିଟାଲ୍‌ ନର୍ସ । Apart from being an #Actress need all of your support to #serve the #nation once…

ଟ୍ରେନରୁ ଖସିପଡି ଓଡ଼ିଆ ଟେଲି ଅଭିନେତା ପ୍ରେମାନନ୍ଦଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡିଆ ଟେଲି ଜଗତର ଜଣାଶୁଣା ଅଭିନେତା ତଥା ଭେଟେରାନ୍ ଆକ୍ଟର ପ୍ରେମାନନ୍ଦ ବାରିକଙ୍କ ଶନିବାର ଦିନ ଦେହାନ୍ତ ଘଟିଛି । ସେ ଟ୍ରେନ୍ ଚଢୁଥିବା ବେଳେ ଦୁର୍ଭାଗ୍ୟବଶତଃ ଖସି ପଡିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ବାରିକ…

ଆରପାରିରେ ଓଲିଉଡ଼ ହାସ୍ୟ ଅଭିନେତା ସଲିଳ ମିତ୍ର

ଭୁବନେଶ୍ୱର : ଓଡିଆ ସିନେ ଜଗତର ଜଣାଶୁଣା ହାସ୍ୟାଭିନେତା ସଲିଳ ମିତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । ଏହି ଅଭିନେତା ଜଣକ ଓଡିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ (୧୯୯୯) ରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବାବେଳେ ସେ ଅନେକ…