Latest Odisha News

BREAKING NEWS

Browsing Tag

afghanistan

ଆଜି ଦ୍ୱିତୀୟ ଟି୨୦: ବଦଳିପାରେ ଭାରତର ଚୂଡ଼ାନ୍ତ ଏକାଦଶ; ବିରାଟଙ୍କ ସହ ଏହି ଘାତକ ବୋଲରଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିସାରିଛି। ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ ସହିତ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଘରୋଇ ଦଳ। ତେବେ ଏଥିପାଇଁ ଚୂଡା଼ନ୍ତ…

ଆଫଗାନିସ୍ତାନ୍ ଉପରେ ପାକିସ୍ତାନର ଆକ୍ରମଣ, ୩୩ ମୃତ ଏକାଧିକ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଏତିକିବେଳେ ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣା ଅନେକଙ୍କୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଆଫଗାନ ବାସିନ୍ଦା ନିହତ ଓ ଆହତ ହୋଇଥିବା ସୂଚନା ରହିଛି । ଗତ ଶୁକ୍ରବାର…

[ଭିଡିଓ] ହସୁଥିଲେ ତାଲିବାନୀ, କାନ୍ଦୁଥିଲେ ଆଫଗାନୀ ସଂଗୀତଜ୍ଞ, ଜଳୁଥିଲା ସଂଗୀତ ଉପକରଣ

ଭୁବନେଶ୍ୱର: ଅବ୍ଦୁଲହକ୍ ଅମେରୀ ନାମକ ଜଣେ ଆଫଗାନୀ ସାମ୍ବାଦିକଙ୍କ ସୋସିଆଲ ମିଡିଆ ଭିଡିଓ ପୋଷ୍ଟ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ହତ୍ୟା କିମ୍ବା ଦୁଷ୍କର୍ମ ଭଳି ଦୃଶ୍ୟ ନାହିଁ । ବରଂ ମଣିଷ ହୋଇ ଓ ମଣିଷର ଭାବନା ସହ ଖେଳୁଥିବାର ଏକ ଘଟଣା ଅନେକଙ୍କୁ ବ୍ୟଥିତ କରିଛି ।…

ବିଶ୍ୱର ଡ୍ରଗ୍‌ କ୍ୟାପିଟାଲ୍‌ ପାଲଟିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଅଫିମ ଉତ୍ପାଦନରେ କ୍ରମାଗତ ପଞ୍ଚମ ବର୍ଷ ପାଇଁ ୬୦୦୦ ଟନ୍ ଅତିକ୍ରମ କରିଛି। ତାଲିବାନ ରାଜ ପରେ ଆଫଗାନିସ୍ତାନ ଏବେ ବିଶ୍ୱର ଡ୍ରଗ୍ କ୍ୟାପିଟାଲ୍‌ ପାଲଟିଛି। ତାଲିବାନ ଆସିବା ପରେ ଅଫିମ୍‌ ଉତ୍ପାଦନରେ ବହୁତ ବୃଦ୍ଧି ଘଟିଛି।…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ରହସ୍ୟ ଘେରରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରାୟୋଜକ

ଭୁବନେଶ୍ୱର: ଚଳିତବର୍ଷ ଟି୨୦ କ୍ରିକେଟ୍ ବିଶ୍ୱକପରେ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି ଆଫଗାନିସ୍ତାନ ଦଳ । ଦେଶ ଉପରେ ତାଲିବାନର କବ୍‌ଜା ପରେ ବି ଦୃଢ ମନୋବଳ ନେଇ ପଡିଆକୁ ଓହ୍ଲାଉଛନ୍ତି ଏହି ନିର୍ଭୀକ ଦଳ । ହେଲେ ଏହି ଦଳକୁ ନେଇ ଏକ ବିରାଟକାୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖାସ କରି ଦଳର…

ନବଜାତ ଶିଶୁ ବିକି ପରିବାରର ପେଟ ପୋଷୁଛନ୍ତି ଆଫଗାନ ବାସିନ୍ଦା

ଓଡିଶା ସମ୍ବାଦ ବ୍ୟୁରୋ: ଅନାହାରର ଦ୍ୱାରଦେଶରେ ଆଫଗାନିସ୍ତାନ । ସେଠିକାର ବାସିନ୍ଦାଙ୍କ ପାଇଁ ନା ଅଛି ରୋଜଗାରର ପନ୍ଥା, ନା ମିଳୁଛି ବିଦେଶୀ ଅନୁଦାନ । ଅର୍ଥନୈତିକ ସ୍ତରରେ ଭାଙ୍ଗିପଡିଛି ଆଫଗାନିସ୍ତାର ମେରୁଦଣ୍ଡ । ଏପରି ସ୍ଥିତିରେ ଆଫଗାନ ବାସିନ୍ଦା ନବଜାତ ଶିଶୁଙ୍କୁ ବିକ୍ରୟ କରି…

କାହା ଭୟରେ ଆତ୍ମଗୋପନ କରିଛନ୍ତି ଶତାଧିକ ଆଫଗାନିସ୍ତାନ ମହିଳା ଜଜ୍ ?

ଓଡିଶା ସମ୍ବାଦ ବ୍ୟୁରୋ: ତାଲିବାନର ମନମୁଖୀ ଶାସନକୁ ନେଇ ଛଟପଟ ହେଉଛନ୍ତି ଆଫଗାନିସ୍ତାନର ସାଧାରଣ ଜନତା । ଖାସ କରି ମହିଳାଙ୍କ ଦୁର୍ଦ୍ଦଶା ଦିନକୁଦିନ ବଢୁଥିଲାବେଳେ ବେକାର ବସିଛନ୍ତି ଶତାଧିକ ମହିଳା ଜଜ୍ । ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଅଫ୍ ୱିମେନ୍ ଜଜେସ୍ର ରିପୋର୍ଟ ଅନୁଯାୟୀ…

ତାଲିବାନ ବିରୋଧରେ ଆଫଗାନୀ ମହିଳାଙ୍କ ଅଭିନବ ପ୍ରତିବାଦ

ଭୁବନେଶ୍ୱର: ତାଲିବାନର କବ୍‌ଜା ପରେ ଆଫଗାନିସ୍ତାନ ମହିଳାଙ୍କ ପାଇଁ ଏକ ବିପଦପୂର୍ନ ଦେଶ ଭାବେ ପରିଗଣିତ ହେଉଛି । ମହିଳା ଓ ଯୁବତୀଙ୍କୁ ତାଲିବାନୀ ଶାସନର କଠୋର ନିୟମ କାନୁନର ସାମ୍ନା କରିବାକୁ ପଡୁଛି । ନୂତନ ଶାସନ ଅଧିନରେ ସର୍ବସାଧାରଣରେ ମହିଳାଙ୍କୁ ହିଜାବ, ଅବାୟା ଓ ନକାବ ପିନ୍ଧିବାକୁ…

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ…

କାବୁଲ ଏୟାରପୋର୍ଟରୁ ଆସିଲା ବିକଳ ଚିତ୍ର, ବିମାନରେ ବସିବାକୁ ଠେଲାପେଲା

କାବୁଲ: ଆଫଗାନିସ୍ତାନରେ ସ୍ଥିତି ବିଗିଡ଼ିାରେ ଲାଗିଛି । ତାଲିବାନ ହାତକୁ ଶାସନ କ୍ଷମତା ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ । କାବୁଲ ଛାଡ଼ି ପଳାଉଛନ୍ତି ବିଭିନ୍ନ ଦେଶର ଲୋକ । ଏୟାରପୋର୍ଟରେ ଅସମ୍ଭାଳ ଭିଡ଼ । ବିମାନବନ୍ଦର ପରିସରରୁ ଏମିତି ଚିତ୍ର ସାମନାକୁ ଆସିଛି ଯାହା ସାରା ବିଶ୍ୱକୁ…