Latest Odisha News

BREAKING NEWS

Browsing Tag

Airport

ବିମାନବନ୍ଦରରୁ ୧୨୧ କୋଟିର ସୁନା ଚୋରି, ପୂରା କଣ୍ଟେନର ଟେକି ନେଲେ ଚୋର

ଓଟ୍ଟାୱା: ସୁନା ଭର୍ତ୍ତି କଣ୍ଟେନରକୁ ଚୋର ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଚୋରି କରି ନେଇଛନ୍ତି । ଏ ଘଟଣା ଘଟିଛି ଏପ୍ରିଲ୍ ୧୭ ତାରିଖ ସନ୍ଧ୍ୟାରେ । କାନାଡ଼ାର ଟୋରାଣ୍ଟୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର କଣ୍ଟେନର ପହଞ୍ଚିଥିଲେ । ଯେଉଁ କଣ୍ଟେନରରେ ଥିଲା…

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।…

ଭାରତୀୟ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ

ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାର ପୋର୍ଟରୁ ଦିନ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋବ ରବିବାର ସନ୍ଧ୍ୟାରେ ଯଥେଷ୍ଟ ପ୍ରମାଣ ପତ୍ର ନ ଦେଇ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟ ଯାଇଥିବାରୁ  ତାଙ୍କୁ ଗିରଫ କରାଯାଇଛି । ଅନୁମତି…

ବିମାନବନ୍ଦରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ବିମାନବନ୍ଦରରେ ନିଆଁ ଲାଗିଲେ କଣ ହେବ ? ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିବ ତ ? ନିଆଁ ଲିଭାଇବା ପାଇଁ କଣ ରହିଛି ବ୍ୟବସ୍ଥା ? ଭୁବନେଶ୍ୱର ବିମାନବନ୍ଦରରେ ଏସବୁର ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଡିଜି ଏସ୍.କେ ଉପାଧ୍ୟାୟ । ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ…

ଏୟାରପୋର୍ଟରେ ନିଜ ଉତ୍ପାଦ ବିକିବେ ଏସଏଚଜି ମହିଳା

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏବେ ଏୟାରପୋର୍ଟରେ ବିକିବେ ନିଜ ଉତ୍ପାଦ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅବସର ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ବିଭିନ୍ନ ଏୟାରପୋର୍ଟରେ ସ୍ଥାନୀଏ ଏସଏଚଜିମାନେ ତାଙ୍କର ଉତ୍ପାଦ ବିକିବାକୁ ସକ୍ଷମ ହେବେ ।…

ବିମାନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନରେ ସଂଶୋଧନ କଲା ବିଏମସି

ଭୁବନେଶ୍ୱର: ଓମିକ୍ରନ ଭୟାବହତାକୁ ଦେଖି ବିଏମସି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ଼ଲାଇନରେ ସଂଶୋଧନ କରିଛନ୍ତି । ୭୨ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡ଼ାଯିବ ।…

ବାତ୍ୟା ‘ୟାସ୍’: ଆଜି ରାତି ୧୧ରୁ ଭୁବନେଶ୍ୱରରୁ ବିମାନ ଉଡାଣ ବନ୍ଦ

ଭୁବନେଶ୍ୱର: ବାତ୍ୟା 'ୟାସ୍' କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମଙ୍ଗଳବାର ରାତି ୧୧ ଟାରୁ ବିମାନ ଚଳାଚଳ ସ୍ଥଗିତ ରହିବ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ ବାତ୍ୟା କୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ଭାବରେ…

ଖୁସିଖବର: ଖୁବଶିଘ୍ର ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଓ କୋଲକାତା ୨ଟି ନୂଆ ବିମାନ ଉଡ଼ିବ !

ଭୁବନେଶ୍ୱର: ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଖୁବଶୀଘ୍ର ବେଙ୍ଗାଲୁରୁ ଓ କୋଲକାତା ଅଭିମୁଖେ ୨ଟି ନୂଆ ବିମାନ ଉଡାଣ କରିବ । ରାଜ୍ୟ ସଚିବାଳୟରେ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିବା…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…