Latest Odisha News
Browsing Tag

Anugul

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ ।…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

ଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

ଅନୁଗୁଳ : ଡାକ୍ତରଖାନାର ଔଷଧ ଷ୍ଟୋର ରୁମରେ ଭୟାବହ ଅଗ୍ନିକାଣ୍ଡ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା କିଶୋରନଗର ଡାକ୍ତରଖାନା ପରିସରରେ । ଆଜି ସକାଳେ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରଗ ହାଉସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।…

ପଦ୍ମଫୁଲ ତୋଳୁ ତୋଳୁ ଚାଲିଗଲା ଜୀବନ

ଅନୁଗୁଳ : ପଦ୍ମଫୁଲ ନେଲା ଜୀବନ  । ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ଜୟ ସେଠୀ ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ ।…

ମୋଟର ସାଇକେଲ ଉପରେ ଚଢ଼ାଇଦେଲା କାର, ଜଣେ ମୃତ

ଅନଗୁଳ : ପାଳଲହଡା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଝିମିରିପାଲି ଠାରେ ଘଟିଛି ଦୁର୍ଘଟଣା ।  କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି  । ସୂଚନା ଅନୁଯାୟୀ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ମୋଟରସାଇକେଲକୁ…

ଅନାମକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦେଲେ ରାୟ । ୨୦୧୬ ମସିହାରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ହତ୍ୟା କରିଥିଲା । …

କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ଅନୁଗୁଳ : ଯୁବକଙ୍କୁ ଲଣ୍ଡା କରି ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ । ଏଭଳି ଅମାନୁଷିକ ଦୃଶ୍ୟ ଅନୁଗୁଳ ଜିଲ୍ଲା ତାଳଚେର ବାଲୁଙ୍ଗା ଗାଁରେ ଦେଖିବାକୁ ମିଳିଛି । ଝିଅଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଗ୍ରାମବାସୀ ମାନେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବାଳୁଙ୍ଗା ଗାଁର…

ବନ୍ୟଜୀବନ ଉପରେ ନପଡୁ କୋଇଲା ଖଣିର ପ୍ରଭାବ : ମୁଖ୍ୟଶାସନ ସଚିବ

ଭୁବନେଶ୍ୱର : ଓଡିଶାରେ ନୂତନ ଆବଣ୍ଟିତ କୋଇଲା ବ୍ଲକ ଅଞ୍ଚଳରେ  ବନ୍ୟଜୀବନ ସୁରକ୍ଷା ଓ ପରିଚାଳନା ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅଞ୍ଚଳରେ ବନ୍ୟଜନ୍ତୁ ସଂରକ୍ଷଣ, ସୁରକ୍ଷା ଏବଂ ମୁକ୍ତ ଚଳପ୍ରଚଳ  ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ତଳଗଡ଼ ଗାଁର ମମତା ସେଠି ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେଠାରେ ଆମ୍ବ…

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ…