Latest Odisha News

BREAKING NEWS

Browsing Tag

Arabian Sea

ଆରବ ସାଗରରେ ୧୦ ଯୁଦ୍ଧପୋତ ନିୟୋଜିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ବିଗତ କିଛି ଦିନ ଜଳଦସ୍ୟୁଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ଭାରତୀୟ ନୌସେନା ବିଭିନ୍ନ ପ୍ରକାରର ରଣନୀତି ଆପଣାଇବାରେ ଲାଗିଛି। ଏହି କ୍ରମରେ ସୋମବାର ଦିନ ଆରବ ସାଗରରେ ୧୦ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ନିୟୋଜିତ କରିଛି। ଏହି ଜାହାଜଗୁଡ଼ିକ ଆରବ ସାଗର ଏବଂ ଆଡେନ ଗଲ୍ଫରେ ନିୟୋଜିତ…

ବାତ୍ୟା ବିପର୍ଯ୍ୟୟକୁ ନେଇ ‘ସୌରାଷ୍ଟ୍ର’ ଓ କଚ୍ଛ ଉପକୂଳକୁ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବାତ୍ୟା ଏବେ ମୁମ୍ବାଇ ଠାରୁ ପଶ୍ଚିମରେ ୫୫୦ କିଲୋମିଟର ଦୂରରେ ଥିବା ବେଳେ ପୋରବନ୍ଦର ଠାରକୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫୦ କିଲୋମିଟର, ସମାନ…

ପାକିସ୍ତାନ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ଏବେ ବାତ୍ୟା ‘ବିପର୍ଯ୍ୟୟ’ ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ…

ଭାରତ ଠାରୁ ଦୂରରେ ଯିବ ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ଛୁଇଁବନି ଉପକୂଳ

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବେ ବାତ୍ୟା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ ଗୋଆ ଠାରୁ…

ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ…

ଆରବସାଗରରେ ସୃଷ୍ଟି ହେଲା ବାତ୍ୟା ‘ବିପର୍ଯ୍ୟୟ’, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗରରେ ଗଭୀର ଅବପାତ, ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି । ଏବେ ବାତ୍ୟା ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବକେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ…

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…