Latest Odisha News

BREAKING NEWS

Browsing Tag

Arrested

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର, ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ

କନ୍ଧମାଳ: ଭିଜିଲାନ୍ସ ପଞ୍ଝାରେ ଡାକ୍ତର । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଡାକ୍ତର । କନ୍ଧମାଳ ଜ଼ିଲା ଫିରିଙ୍ଗିଆର ଡାକ୍ତର ନିଶିଥ ନିଶାଙ୍କ ମlଲୁ ସାତ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପବ୍ଲିକ ହେଲଥ ଅଫିସର୍ ନିଶିଥ…

ପୁରୀ ସତ୍ୟବାଦୀ ପୋଲିସକୁ ସଫଳତା, ଧରାପଡିଲା ଡ଼କାୟତ ଗ୍ୟାଙ୍ଗ, ୪ ଗିରଫ 

ପୁରୀ: ଏକ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ସତ୍ୟବାଦୀ ପୋଲିସ । ବିରଗୋବିନ୍ଦପୁର ଲୋକନାଥ ମନ୍ଦିର ନିକଟରେ ଥିବା ମଠ ପଡିଆରୁ ପୋଲିସ ୪ ଡକାୟତଙ୍କୁ ଗିରଫ କରିଛି ।  ସୂଚନା ଅନୁସାରେ, କିଛି ଯୁବକ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଯାଉଥିବା ଲୋକଙ୍କ ଠାରୁ ଡକାୟତି ଯୋଜନା…

ଦୀର୍ଘ ୧୯ ବର୍ଷ ପରେ ଧରାପଡିଲା ଅଭିଯୁକ୍ତ : ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ଦେଶ୍ୟରେ କରିଥିଲା ଏସିଡ୍ ମାଡ଼

ଭଦ୍ରକ:୧୯ ବର୍ଷ ପରେ ଗିରଫ ହେଲା ଏସିଡ ମାଡ଼ କରିଥିବା ଅଭିଯୁକ୍ତ । ଦୁଷ୍କର୍ମ ଉଦ୍ୟମ ପାଇଁ ଏସିଡ ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସୁବାସ ବେହେରାକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଧୂଷୁରୀ ପୋଲିସ । ସୂଚନାଅନୁସାରେ, ୨୦୦୨ ମସିହାରେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ରଇପୁର…

ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ

ଫୁଲବାଣୀ: ବନ୍ଧା ହେଲେ ବିଜେଡିର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ତାଙ୍କ ସହ ଜଣେ IRBNର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାରଧର ଅଭିଯୋଗରେ ଫୁଲବାଣୀର ପୂର୍ବତନ…

ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ

କଟକ: ବାରଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଦୀର୍ଘ ୨୨ ବର୍ଷ ପରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ ବିବନ ବିଶ୍ଵାଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।  କମିଶନରେଟ୍ ପୋଲିସ ୩…

ପୋଲିସ ଜାଲରେ ସିରିଏଲ୍ କିଲର, ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି କରିଛି  ହତ୍ୟା

ହାଇଦ୍ରାବାଦ : ବିବାହର କିଛିଦିନ ପରେ ପତ୍ନୀ ଅନ୍ୟ ପୁରୁଷ ସହ ଫେରାର ହୋଇଗଲା । ମାନସିକ ଭାରସାମ୍ୟ ହରାଇବସିଲା ସ୍ୱାମୀ । ଏହାପରେ ମହିଳାଙ୍କ ପ୍ରତି ଘୃଣାଭାବ ଆସିଯାଇଥିଲା । ସ୍ବାମୀରୁ ପାଲଟିଗଲା ସିରିଏଲ୍‌ କିଲର୍‌ । ଗୋଟିଏ ଦୁଇଟି ନୁହେଁ ୧୮ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି…

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା…

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ…

ଝାଡଖଣ୍ଡରୁ ଧରାପଡିଲା ଦାଉଦ୍ ଇବ୍ରାହିମର ସହଯୋଗୀ

ଝାଡଖଣ୍ଡ: ଗୁଜରାଟ ଆଣ୍ଟି ଟେରରିଜିମ୍ ସ୍କ୍ୱାର୍ଡ (ଏ.ଟି.ଏସ୍‌) ହାତରେ ଧରାପଡିଛି ଦାଉଦ୍ ଇବ୍ରାହିମର ନିକଟତର ସହଯୋଗୀ ଅବ୍ଦୁଲ୍ ମାଜିଦ କୁଟ୍ଟି । ଝାଡଖଣ୍ଡରେ ଏହି ଅପରାଧୀ ଗିରଫ ହୋଇଥିଲାବେଳେ ବିଗତ ୨୪ ବର୍ଷ ଧରି ଫେରାର ଥିଲା । ଅନୁମାନ କରାଯାଉଛି ଦାଉଦକୁ ନେଇ ଅବ୍ଦୁଲ ନିକଟରେ ବେଶ କଛି…

ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୋଲିସ ଅଧିକାରୀ ଗିରଫ

କେସିଙ୍ଗା: ପୋଲିସକୁ ଗରିଫ କଲା ପୋଲିସ । ଜଣେ ବିବାହିତା ମହିଳା କନଷ୍ଟେବଳଙ୍କୁ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ମାଲକାନଗିରି ଏସଡିଏସପି ଅକ୍ଷୟ କୁମାର ନାୟକ ଗିରଫଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଅକ୍ଷୟ କେସିଙ୍ଗା ଥାନାରେ ଏସଡିପିଓ…