Latest Odisha News
Browsing Tag

Assembly Monsoon Session

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍…

ବିଧାନସଭା ବର୍ଜନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ କୋଭିଡ କଟକଣା ଯୋଗୁଁ ବୟସ୍କ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ପ୍ରବେଶ ମନା ହୋଇଛି । ଏହାକୁ ନେଇ ଆଜି ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ…

ମୌସୁମୀ ଅଧିବେଶନ: ୨୭ରେ ହେବ ବିଧାୟକଙ୍କ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ବିଧଶୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ । ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ…

ମୌସୁମୀ ଅଧିବେଶନ ପୂର୍ବରୁ ମନ୍ତ୍ରୀ, ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୭ ଯାଏଁ ଚାଲିତ । ତେବେ ଏହାପୂର୍ବରୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଭିତରେ ସାମାଜିକ ଦୂରତା ନିୟମ…

ମହାମାରୀ ଭିତରେ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସୋମବାରଠୁ ଆରମ୍ଭ ହେବ ଚଳିତ ମୌସୁମୀ ଅଧିବେଶନ । କରୋନା ମହାମାରୀ ଭିତରେ ଅନେକ ଦିଗକୁ ଗୁରୁତ୍ୱ ଦେଇ ଏହି ଅଧିବେଶନ ବସିବାକୁ ଯାଉଛି । ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । କିନ୍ତୁ କରୋନା ପାଇଁ ଏହି ବୈଠକ ହେବନି ବୋଲି ଜଣେ…

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…