Latest Odisha News

BREAKING NEWS

Browsing Tag

Baleswar

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି । ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ…

ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ବ୍ରାଉନସୁଗାର ବିଜନେସର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ବଡ ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି କୋଟିଏ ଟଙ୍କାର ବ୍ରାଉନସୁଗାର । ୧ କେଜି ୧୦୫ ଗ୍ରାମ୍‌ ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ସ୍ପେଶାଲ ଟିମ୍‌ ।…

ବାଲେଶ୍ଵରରେ ବନ୍ୟା ପରିସ୍ଥିତି

ବାଲେଶ୍ଵର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ସୋମବାର ଦିନ ଜାଲକା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି। ଏହାପରେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ବ୍ଲକରେ ଆତଙ୍କ ଖେଳିଯାଇଛି। ନଦୀର ବିପଦ ସଂକେତ ସ୍ତର ୫.୫ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ଜଳସ୍ତର ୬.୨୩…

ହୋଟେଲରୁ ସେକ୍ସ ର‌୍ୟାକେଟ୍ ଠାବ, ୪ ଅଟକ

ବାଲେଶ୍ୱର: ଜଳେଶ୍ୱର ସହରରୁ ସେକ୍ସ ରାକେଟ ଠାବ ହୋଇଛି । ଜଳେଶ୍ୱରରେ ଥିବା ଏକ ହୋଟେଲରେ ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ସେଠାରୁ ପୋଲିସ ଜଣେ ଗ୍ରାହକ, ୨ଜଣ ମହିଳା ଓ ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଜଳେଶ୍ବର ସହରରେ ଥିବା…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…