Latest Odisha News

BREAKING NEWS

Browsing Tag

Baleswar

ପୂଜା ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି…

ବାଲେଶ୍ୱର କମର୍ଦ୍ଦା ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୫ଟି ଦୋକାନ ଘର

ବାଲେଶ୍ୱର: ଭୋରରେ ଲାଗିଲା ନିଆଁ । ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କମର୍ଦ୍ଦା ବଜାରରେ ଆଜି ଭୋରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ପାଞ୍ଚଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ପୋଡ଼ି ଛାରଖାର ହୋଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଧୀରେ ଧୀରେ…

ଏଟିଏମ୍ ଭାଙ୍ଗିଲେ, ଟଙ୍କା ଧରି ଛୁ ମାରିଲେ ଲୁଟେରା

ବାଲେଶ୍ୱର: ମାତିଛନ୍ତି ଏଟିଏମ୍ ଲୁଟେରା । ବାଲେଶ୍ୱର ଜିଲା ବସ୍ତା  ଅନ୍ତର୍ଗତ ଜାମଶୁଳି ଛକରେ ଥିବା ଏକ ଏଟିଏମରୁ ଟଙ୍କା ଲୁଟ୍ । ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଧରି ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ଲୁଟ୍ ହୋଇଛି । ଆଜି ସକାଳୁ ଲୋକ…

ଅନୈତିକ ସମ୍ପର୍କ ଦେଖିଦେଲା ବୋଲି ମାରିଦେଲେ…

ବାଲେଶ୍ୱର: ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାର ଚାଂଚଲ୍ୟକର ଖୁଲାସା ହୋଇଛି । ପଡିଶା ଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଦେଖିଦେବାରୁ ୭ ବର୍ଷର ଏହି କୁନି ଝିଅକୁ ହତ୍ୟା କରାଯାଇଥିବା ବସ୍ତା ଏସଡିପିଓ କହିଛନ୍ତି । ଆଜି ସକାଳେ ନାବାଳିକାର ମୃତଦେହ ପୋଖରୀରୁ…

ନିଖୋଜର ତିନି ଦିନ ପରେ ବାଳିଆପାଳ ଅଞ୍ଚଳ ନାବାଳିକାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲିଆପାଳ ଥାନା ଅଞ୍ଚଳରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ସୁନ୍ଦରକୋଇଲି ଗାଁର ଏକ ପୋଖରୀ ହୁଡ଼ାରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ବୟସ ୭ ବର୍ଷ ହେବ । ଗତ ଶୁକ୍ରବାରଠାରୁ ସେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଝିଅକୁ ନପାଇବାରୁ ପରିବାର ଲୋକେ…

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ…

ବାଇକକୁ ଧକ୍କା ଦେଲା ଡମ୍ପର, ଦୁଇ ଜଣଙ୍କର ମୃତ୍ୟୁ

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା…

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ହାତାହାତି, ଆକ୍ରମଣରେ ୪ ଜଣ ଆହତ

ବାଲେଶ୍ୱର: ଡକାୟତଙ୍କ ସହ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ହରିଡାପଡା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଗାଁର ସୁଦାମ ଚରଣ ବାଉଲି ରାତିରେ ଘରକୁ ଫେରିବା ରାସ୍ତାରେ ପିତାକାଳିଆ ଛକ…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

ମାଛ ଧରା ଜାଲରେ ପଡ଼ିଲା ୫ ଫୁଟ ଲମ୍ବା କୁମ୍ଭୀର

ବାଲେଶ୍ୱର: ମାଛ ଜାଲରେ ପଡିଲା ବିରାଟକାୟ କୁମ୍ଭୀର । ପ୍ରାୟ ୫ ଫୁଟର କୁମ୍ଭୀରକୁ ଉଦ୍ଧାର କଲେ ସ୍ଥାନୀୟ ମତ୍ସ୍ୟଜୀବ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି । ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବା ପାଇଁ ଜାଲ…