Latest Odisha News

BREAKING NEWS

Browsing Tag

bargarh

ବରଗଡରେ ବ୍ୟବସାୟୀଙ୍କ ଗାଡିରୁ ଜବତ ହେଲା ୧୯ ଲକ୍ଷ ଟଙ୍କା

ବରଗଡ: ବରଗଡ ଜିଲ୍ଲା ବରପାଲି ବ୍ଲକ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଜଣେ ବ୍ୟବସାୟୀଙ୍କ ଗାଡିରୁ ନଗଦ ୧୯ ଲକ୍ଷ ଟଙ୍କା ଜବତ କରିଛି । ବରଗଡ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଗତକାଲି ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫ୍ଲାଇଂ ସ୍କ୍ୱାଡ୍ ବିଭିନ୍ନ ଗାଡିକୁ ଯାଞ୍ଚ କରୁଥିବା…

ବିଜେପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାୟ ଦ୍ୱିପ୍ରହର ସମୟରେ ଏକ ବିମାନ ଯୋଗେ ପଦ୍ମପୁରର ସତିଭାତରେ…

ନବୀନ ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ

ଭୁବନେଶ୍ୱର/ଛତ୍ରପୁର : ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଛତ୍ରପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ବିଧାନସଭା ଆସନ ଲାଗି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳ ୮ଟା ୩୦ ମିନିଟ୍…

ବରଗଡ ବିଶାଳ ଜନସମାବେଶରେ ରାହୁଲ

ବରଗଡ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବରଗଡରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେବେ । ଗସ୍ତ କାର୍ଯ୍ୟକ୍ରମ ସୂଚୀନୁଯାୟୀ ରାହୁଲ ଦ୍ୱିପ୍ରହର ୧୨ଟା ସମୟରେ ହେଲିକପ୍ଟର ଯୋଗେ ରାୟପୁରରୁ ବାହାରି ପାଖାପାଖି ୧୨ଟା ୩୦ମିନିଟ୍ ସମୟରେ ବରଗଡ…