Latest Odisha News

BREAKING NEWS

Browsing Tag

Bhubaneswar DCP

ମହିଳାଙ୍କୁ ଢାଲ କରି ରାଜଧାନୀରେ ମାତିଛନ୍ତି ଜମି ମାଫିଆ ! ୭ ଗିରଫ, ମାଷ୍ଚରମାଇଣ୍ଡ ଫେରାର୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ବଡି ବିଲଡର୍ ଜମି ମାଫିଆ । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପଜେସନ୍ ଗ୍ୟାଙ୍ଗ । ୧୦ କୋଟିର ଜମି ପାଇଁ ଏମାନେ ନେଇଥାନ୍ତି ଏକ କୋଟିର ବଟି । ଏଭଳି ଏକ ୭ ଜଣିଆ ଗ୍ୟାଙ୍ଗକୁ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଏମାନେ ହେଲେ,…

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ ପୂର୍ବରୁ ଭିଡ଼ିଓ ବାର୍ତ୍ତା ଜାରି କଲେ ଡିସିପି

ଭୁବନେଶ୍ୱର : ୨ ବର୍ଷ ପରେ ପାଳନ ହେଉଛି ନୂଆବର୍ଷ । କୋଭିଡ୍ କଟକଣା ପାଇଁ ବନ୍ଦ ଥିଲା ସେଲିବ୍ରେସନ । ଏବର୍ଷ ପୁଣି ଥରେ ନୂଆ ବର୍ଷ ପାଳନ ପାଇଁ ଅନୁମତି ରହିଛି । ତେବେ କମିଶନରେଟ୍ ପୋଲିସ ଏନେଇ ମାର୍ଗଦର୍ଶିକା ଜାରି କରିଛି । ଡିସିପି ପ୍ରତୀକ ସିଂ ଏନେଇ କେତେକ ଅପିଲ୍ କରିଛନ୍ତି । ଗାଡି…

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର…

ରାଗିଂ ନେଇ ମିଳିନି ସୁରାକ୍, ଡାଟା ରିଟ୍ରିଭ୍ ପାଇଁ ସିଙ୍ଗାପୁର ପଠାଯିବ ରୁଚିକାଙ୍କ ମୋବାଇଲ୍: ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ ୧୧ ଦିନ ବିତିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ ଜାରି ରଖିଛି । ଏଯାବତ ୧୯୮ ଜଣ ଛାତ୍ରୀଙ୍କ ସହ ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରିଛି ପୋଲିସ । ହଷ୍ଟେଲ, କଲେଜ ଷ୍ଟାଫମାନଙ୍କୁ ମଧ୍ୟ…

ଅପରାଧିଙ୍କୁ ଧରିବାରେ ପୋଲିସକୁ ସହୟତା କରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ଅପରାଧିଙ୍କୁ ଧରିବ ‘ଅତିଥି’ । ପୋଲିସର ନୂଆ ଆପ୍ ‘ଅତିଥି’ । ଏହି ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ । ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ…

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ…

ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ

ଭୁବନେଶ୍ୱର: ରାଜଧାନୀ ଭିବନେଶ୍ୱରେ ଚାଂଚଲ୍ୟ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ଏବେ ଖୋଲତାଡ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ ପୋଲିସ ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠିତ କରିଛି । ଲକଡାଉନ ବେଳେ ନାବାଳିକାଙ୍କୁ ଗଣଦୁଷ୍କର୍ମ…