Latest Odisha News

BREAKING NEWS

Browsing Tag

Bhubaneswar

ଭୁବନେଶ୍ୱରରୁ ୧୮୫ ଗ୍ରାମର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି। ୧୮୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ଜଣାପଡିନାହିଁ। ସୂଚନା ଅନୁଯାୟୀ, ଭୁବନେଶ୍ୱରର…

ଜଳ ଜୀବନ ମିଶନର ନୂଆ ପାଇଲଟ୍ ପ୍ରୋଜେକ୍ଟ ‘ପେ ଜଳ ସର୍ବେକ୍ଷଣ’, ଭୁବନେଶ୍ୱର ସମେତ ଦେଶର ୧୦ ସହର ସାମିଲ୍

ନୂଆଦିଲ୍ଲୀ: ଜଳ ଜୀବନ ମିଶନରେ ପାଇଲଟ୍ ପ୍ରକଳ୍ପ ଭାବେ ‘ପେ ଜଳ ସର୍ଭେକ୍ଷଣ’ ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପକୁ ଗୃହ ଓ ନଗରଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁଭାରମ୍ଭ କରିଛନ୍ତି । ସହରରେ ‘ପେ ଜଳ ସର୍ଭେକ୍ଷଣ’ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଜଳର ସମାନ ବଣ୍ଟନ…

୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଆୟୋଜିତ  ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଯାପିତ ହୋଇଯାଇଛି। ଗତ ତିନି ଦଶନ୍ଧି ଧରି ତ୍ରିଧାରା ଅନୁଷ୍ଠାନ ବିଶ୍ୱର ପ୍ରତ୍ୟେକ କୋଣରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଗୁରୁ ଦେବପ୍ରସାଦ ଦାସଙ୍କ ପରମ୍ପରାକୁ ବଜାୟ ରଖିବାର ପ୍ରୟାସ…

 ଛଉ ନୃତ୍ୟ ସହିତ ତବଲା ଓ ଓଡ଼ିଶୀ ସଙ୍ଗୀତରେ ଦର୍ଶକ ବିମୋହିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଆୟୋଜିତ ୧୪ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ ଓ ଛଉ ନୃତ୍ୟ ସହିତ ତବଲା ବାଦନ ଏବଂ ଓଡ଼ିଶୀ ସଙ୍ଗୀତର ସୁନ୍ଦର ମିଶ୍ରଣରେ ରବୀନ୍ଦ୍ର ମଣ୍ଡପରେ ଦର୍ଶକ ବିମୋହିତ ହୋଇଥିଲେ । କଟକ କଳା ବିକାଶ କେନ୍ଦ୍ରର ଶିଳ୍ପୀ…

୨୦୨୦ରେ ରାଜଧାନୀ ଭୁବନେଶ୍ୱରରେ ୨୬୧ ଜଣ ପିଲା ନିଖୋଜ

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀରୁ ହଜୁଛନ୍ତି ଶିଶୁ । ୨୦୨୦ ମସିହାରେ ୨୬୧ ଜଣ ଛୁଆ ରାଜଧାନୀ ଭୁବନେଶ୍ୱରରୁ କେଉଁଆଡ଼େ ଗାଏବ ହୋଇଯାଇଛନ୍ତି । ସେଥିମଧ୍ୟରୁ କମିଶନରେଟ୍ ପୋଲିସ ୬୦ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨୬୦ ଜଣଙ୍କ କୌଣସି ଖୋଜ ଖବର ନାହିଁ । ଭୁବନେଶ୍ୱର ଡିସିପି ଅଫିସ୍ ସୂତ୍ରରୁ…

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  'ଜାତି ନନ୍ଦିଘୋଷ କନକ୍ଳେଭ'  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ…

୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦଘାଟିତ

ଭୁବନେଶ୍ୱର : ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୪ ତମ ଗୁରୁ ଦେବପ୍ରସାଦ ପୁରସ୍କାର ସମାରୋହ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ। ଉତ୍ସବର ପ୍ରଥମ ସସନ୍ଧ୍ୟାରେ ତ୍ରିଧାରାର ଶିଳ୍ପୀମାନଙ୍କ ଦ୍ୱାରା ସଂକ୍ଷିପ୍ତ…

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । 'ଅଗ୍ନିସ୍ନାନ', 'କେଉଁ ନଦୀ ମୁହାଣରେ',…

ଧଉଳି ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗର ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ମିଳିଲା ମହିଳାଙ୍କ କଟାମୁଣ୍ଡ, ମୃତଦେହଠାରୁ ୨କିମି ଦୂରରେ ମୁଣ୍ଡ

ଭୁବନେଶ୍ବର: ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା । ଭରତପୁର ଜଙ୍ଗଲରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ । ରହସ୍ୟ ଉନ୍ମୋଚନ ପାଇଁ ୨ ଅଭିଯୁକ୍ତଙ୍କୁ ସ୍ପଟକୁ ନେଇଥିଲା ପୋଲିସ । ପୋଲିସ ସହ ଯାଇ କଟାମୁଣ୍ଡ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ । ମୃତଦେହ ଠାରୁ ୨ କିମି…